ବିରାଟଙ୍କ ଆଉ ଏକ କୀର୍ତ୍ତିମାନ

ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ଭାବେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି। ୩୦ ବର୍ଷୀୟ ବିରାଟ୍ ଏବେ କେବଳ ସଚିନ ତେନ୍ଦୁଲକରଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସଚିନ ଦିନିକିଆରେ ୧୮,୪୨୬ ରନ୍ କରିଛନ୍ତି। କୋହଲି ମାତ୍ର ୨୩୮ତମ ମ୍ୟାଚରେ ହିଁ ଗାଙ୍ଗୁଲିଙ୍କ ରେକର୍ଡକୁ […]

kohli

kohli

Ranjit Kumar Jena
  • Published: Sunday, 11 August 2019
  • Updated: 11 August 2019, 09:46 PM IST

Sports

Latest News

ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ଭାବେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି।

୩୦ ବର୍ଷୀୟ ବିରାଟ୍ ଏବେ କେବଳ ସଚିନ ତେନ୍ଦୁଲକରଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସଚିନ ଦିନିକିଆରେ ୧୮,୪୨୬ ରନ୍ କରିଛନ୍ତି। କୋହଲି ମାତ୍ର ୨୩୮ତମ ମ୍ୟାଚରେ ହିଁ ଗାଙ୍ଗୁଲିଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ଗାଙ୍ଗୁଲି ୩୧୧ ମ୍ୟାଚ୍ ଖେଳି ୧୧,୩୬୩ ରନ୍ କରିଥିଲେ।

ଭାରତର ଇନିଂସର ୩୨ତମ ଓଭରରେ ଜେସନ୍ ହୋଲ୍ଡରଙ୍କ ବଲରେ ଚୌକା ମାରି ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଦିନିକିଆରେ ସର୍ବାଧିକ ରନ୍ ମାମଲାରେ ଭାରତର ରାହୁଲ୍ ଡ୍ରାଭିଡ୍ ୧୦,୮୮୯ ରନ୍ ଏବଂ ମହେନ୍ଦ୍ର ସିଂହ ଧୋନି ୧୦.୭୭୩ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story