ବିରାଟ ରଚିଲେ ଇତିହାସ: ଗାଙ୍ଗୁଲି ଓ ହାସିମ୍‌ ଆମ୍‌ଲାଙ୍କ ରେକର୍ଡ ସହ ହେଲେ ସମକକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡର୍ବନାରେ ଭାରତର ଐତିହାସିକ ବିଜୟ। ଅଧିନାୟକ ବିରାଟଙ୍କ ଆକର୍ଷଣୀୟ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଡର୍ବାନରେ ଭାରତର ଏହା ପ୍ରଥମ ବିଜୟ। ବିରାଟ କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଯିଏକି ଉଭୟ ଟେଷ୍ଟ ଓ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫ୍ରିକାରେ ଶତକ ଅର୍ଜନ କରିଛନ୍ତି। ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ବିଜୟ ରଥକୁ ମଧ୍ୟ ଭାରତ ଅଟକାଇଛି। ଦକ୍ଷିଣ ଆଫ୍ରିକା ନିଜ ଘରେ ଲଗାତାର ୧୭ଥର ଜିତିସାରିଥିବାବେଳେ […]

main-qimg-1194c4ca74c6ff7d06ad417d9e9fbf3e-c

Ordigital Desk
  • Published: Friday, 02 February 2018
  • Updated: 02 February 2018, 12:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡର୍ବନାରେ ଭାରତର ଐତିହାସିକ ବିଜୟ। ଅଧିନାୟକ ବିରାଟଙ୍କ ଆକର୍ଷଣୀୟ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଡର୍ବାନରେ ଭାରତର ଏହା ପ୍ରଥମ ବିଜୟ। ବିରାଟ କୋହଲି ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଯିଏକି ଉଭୟ ଟେଷ୍ଟ ଓ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫ୍ରିକାରେ ଶତକ ଅର୍ଜନ କରିଛନ୍ତି।

ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ବିଜୟ ରଥକୁ ମଧ୍ୟ ଭାରତ ଅଟକାଇଛି। ଦକ୍ଷିଣ ଆଫ୍ରିକା ନିଜ ଘରେ ଲଗାତାର ୧୭ଥର ଜିତିସାରିଥିବାବେଳେ ଡର୍ବାନ ମ୍ୟାଚରେ ଭାରତ ଠାରୁ ଗତ କାଲି ପରାସ୍ତ ହୋଇଛି। ଏହା ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆର ବିଜୟ ରଥକୁ ମଧ୍ୟ ଅଟକାଇଥିଲା ଭାରତ। ୨୦୦୧ରେ  ଏବଂ ୨୦୦୮ରେ ଅଷ୍ଟ୍ରେଲିଆ ଲଗାତର ୧୬ଟି ଲେଖାଏଁ ଟେଷ୍ଟ ମ୍ୟାଚ୍‌ ଜିତି ରେକର୍ଡ କରିଥିବା ବେଳେ ଭାରତ ଏହି ବିଜୟ ରଥକୁ ଅଟକାଇଥିଲା।

ଅନ୍ୟପଟେ ବିରାଟ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବର୍ତ୍ତମାନ ବିଶ୍ୱରେ କ୍ରିକେଟ୍‌ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ତାଙ୍କ ନାଁରେ ସର୍ବାଧିକ ଶତକ ରହିଛି। ସେ ଦକ୍ଷିଣ ଆଫ୍ରିକାର ହାସିମ ଆମ୍‌ଲାଙ୍କ ସମକକ୍ଷ ହୋଇଛନ୍ତି। ଆମ୍‌ଲା ଓ ବିରାଟ  ଉଭୟ ଏପର୍ଯ୍ୟନ୍ତ ୫୪ଟି ଲେଖାଏଁ ଅନ୍ତର୍ଜାତୀୟ ଶତକ ଅର୍ଜନ କରିଛନ୍ତି। ତାଙ୍କ ତଳକୁ ଅଛନ୍ତି ଡିଭିଲିୟର୍ସ, ସେ ୪୬ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ବିଶ୍ୱର ସବୁଠୁ ଅଧିକ ଶତକ ଅର୍ଜନ କରିଛନ୍ତି ସଚିନ ତେନ୍ଦୁଲକର। ଯଦିଓ ସେ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି।

କବେଳ ଏତିକି ନୁହେଁ, ବିରାଟ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ସହ ମଧ୍ୟ ସମକକ୍ଷ ହୋଇଛନ୍ତି। ଗାଙ୍ଗୁଲି ଅଧିନାୟକ ଭାବେ ୧୧ଟି ଶତକ ଅର୍ଜନ କରିଥିବା ବେଳେ ବିରାଟ ମଧ୍ୟ ତାଙ୍କ ନିଜ ଅଧିନାୟକତ୍ୱରେ ୧୧ଟି ଶତକ ଅର୍ଜନ କରି ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି। ପାକିସ୍ତାନ ବେତୀତ ବିରାଟ ଏପର୍ଯ୍ୟନ୍ତ ୯ଟି ଭିନ୍ନ ଭିନ୍ନ ଦେଶ ବିପକ୍ଷରେ ଶତକ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story