ଅନୁଷ୍କାଙ୍କ ସହ ସପିଂ ଯିବା ପାଇଁ ବିରାଟ ଶୀଘ୍ର ହେଲେ ଆଉଟ୍‌: ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍‌ ଇଣ୍ଡିଆର ପ୍ରଥମ ଇଂନିସ ୨୦୯ରନରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ତାର ପ୍ରଥମେ ଇଂନିସରେ ୨୮୬ ରନ କରିଥିବା ବେଳେ ଭାରତ ୨୦୯ରନ କରିପାରିଥିଲା। କେବଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ସମ୍ନା କରିପାରିନଥିଲେ। ଲଗାତର ଉନ୍ନତମାନର ଖେଳ ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଆସିଥିବା ଅଧିନାୟକ ବିରାଟ କୋହଲି କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫେଲ୍‌ ମାରିଥିଲେ। ବିରାଟ […]

dddd

dddd

Ordigital Desk
  • Published: Sunday, 07 January 2018
  • Updated: 07 January 2018, 10:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍‌ ଇଣ୍ଡିଆର ପ୍ରଥମ ଇଂନିସ ୨୦୯ରନରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ତାର ପ୍ରଥମେ ଇଂନିସରେ ୨୮୬ ରନ କରିଥିବା ବେଳେ ଭାରତ ୨୦୯ରନ କରିପାରିଥିଲା। କେବଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ସମ୍ନା କରିପାରିନଥିଲେ। ଲଗାତର ଉନ୍ନତମାନର ଖେଳ ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଆସିଥିବା ଅଧିନାୟକ ବିରାଟ କୋହଲି କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫେଲ୍‌ ମାରିଥିଲେ।

ବିରାଟ ଏହି ମ୍ୟାଚ୍‌ରେ ୧୩ଟି ବଲ୍‌ ଖେଳି ମାତ୍ର  ୫ରନ କରି ଆଉଟ୍‌ ହୋଇଯାଇଥିଲେ। ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ବେଶ ଦେଖିବାକୁ ମିଳିଥିଲା। ବିରାଟଙ୍କୁ ସମାଲୋଚନା କରିବାକୁ ପଛାଇନଥିଲେ ୟୁଜର୍ସ।

ଜଣେ ୟୁଜର୍ସ ସୋସିଆଲ ମିଡିଆରେ କହିଥିଲେ ଯେ ବିରାଟ ଏଥିପାଇଁ ଶୀଘ୍ର ଆଉଟ୍‌ ହୋଇଗଲେ କାରଣ ତାଙ୍କୁ ଅନୁଷ୍କାଙ୍କ ସହ ଶୀଘ୍ର ସପିଂ ପାଇଁ ଯିବାର ଥିଲା। କେହି କେହି  ତ କହିବାକୁ ଲାଗିଲେଣି କି ବିରାଟଙ୍କ ଏବେ ହମିମୁନ୍‌ ସମୟ ଚାଲିଛି ତେଣୁ ତାଙ୍କ ୱିକେଟ୍‌ ପାଇଁ ତାଙ୍କୁ କ୍ଷମା କରଦେବା କଥା। ସେହିପରି ଆଉ ଜଣେ କହିଛନ୍ତି ଅନୁଷ୍କା ଶର୍ମା ଅନଲକି, ବିରାଟ ଅନୁଷ୍କାଙ୍କୁ ବିବାହ ପରେ ସବୁକିଛି ବିରାଟଙ୍କ ବିପକ୍ଷରେ ଯାଉଛି।

ଅନ୍ୟପଟେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ହେଉଛି ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ ବିରାଟଙ୍କ କ୍ୟାରିୟର ପଛରେ ପଡ଼ିଯାଇଛି। ଏବଂ ବିରାଟ ଆଇସିସି ମାନ୍ୟତାରେ ତଳକୁ ଖସିଆସିଛନ୍ତି। ଏବଂ ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜରେ  ବିରାଟଙ୍କ ପ୍ରଦର୍ଶନ ଯଦି ଭଲନ ହୁଏ ତେବେ ଅନୁଷ୍କା ତାଙ୍କ ପାଇଁ ଅନଲକି ସାବ୍ୟସ୍ତ ହେବେ। କୋହିଲ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ନ ଖେଳିବାରରୁ ଆଇସିସି ମାନ୍ୟତାରେ ସେ ତଳକୁ ଖସିଆସିଛନ୍ତି।

ଦକ୍ଷିଣ ଆଫ୍ରିକା କ୍ୟାପଟାଉନ୍‌ ଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା। ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ୨୮୬ରନ କରିଥିବା ବେଳେ ଭାରତ ୨୦୯ ରନରେ ଅଲ ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇଂନିସରେ ଦକ୍ଷିଣ ଆଫ୍ରିକା ୨ଟି ୱିକେଟ୍‌ ହରାଇ ୬୫ ରନ କରିଥିବା ବେଳେ ବର୍ଷା ବାଧକ ସାଜିଥିଲା। ତୃତୀୟ ଦିନ ବି ବର୍ଷା କରାଣରୁ ମ୍ୟାଚ୍‌ ଖେଳା ଯାଇପାରିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story