ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ବର୍ଷିଲେ ସେହ୍ୱାଗ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ବର୍ଷିଛନ୍ତି। ସେ ସୋଶାଲ ମିଡିଆରେ ଇମ୍ରାନଙ୍କ ଏକ ଭିଡିଓ କ୍ଲିନ୍ ଶେଆର୍ କରି କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି। You sound like a welder from the Bronx, says the anchor. After the pathetic speech in the UN a few days ago , this […]

veeru

veeru

Ranjit Kumar Jena
  • Published: Thursday, 03 October 2019
  • Updated: 03 October 2019, 09:59 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ବର୍ଷିଛନ୍ତି। ସେ ସୋଶାଲ ମିଡିଆରେ ଇମ୍ରାନଙ୍କ ଏକ ଭିଡିଓ କ୍ଲିନ୍ ଶେଆର୍ କରି କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି।

କିଛି ଦିନ ତଳେ ଆମେରିକାର ନ୍ୟୁଜ୍ ଚ୍ୟାନେଲ୍ ଏମଏସଏନବିସି ସହ ଇମ୍ରାନଙ୍କର ସାକ୍ଷାତକାର ହୋଇଥିଲା। ଏଥିରେ ସେ ଆମେରିକା ଓ ଚୀନର ବିକାଶକୁ ନେଇ ଏଭଳି ଏକ ଉଦାହରଣ ଦେଇଥିଲେ, ଯାହାକୁ ଶୁଣି ଉପସ୍ଥାପକ ହସି ହସି ଗଡ଼ିଥିଲେ। ଇମ୍ରାନଙ୍କ ଜବାବ ଶୁଣି ଉପସ୍ଥାପକ କହୁଛନ୍ତି, ଆପଣ କୌଣସି ୱେଲ୍ଡରଙ୍କ ଭଳି କଥା ହେଉଛନ୍ତି। ଏହି କଥାକୁ ନେଇ ସେହ୍ୱାଗ ଇମ୍ରାନଙ୍କୁ ଟାର୍ଗେଟ୍ କରିଛନ୍ତି।

ସେହ୍ୱାଗ ଟ୍ୱିଟ୍ କରିଛନ୍ତି, ଉପସ୍ଥାପକ କହୁଛନ୍ତି, ଆପଣ ୱେଲ୍ଡରଙ୍କ ଭଳି କଥା ହେଉଛନ୍ତି। ଆମେରିକାରେ ବକବାସ ଭାଷଣ ପରେ ଲାଗୁଛି ଯେ ଏହି ବ୍ୟକ୍ତି ଜଣକ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି। ସେହ୍ୱାଗଙ୍କ ବ୍ୟତୀତ ପୂର୍ବତନ ସାଥୀ କ୍ରିକେଟର୍ ହରଭଜନ ସିଂହ ଓ ମହମ୍ମଦ ଶାମି ମଧ୍ୟ ଇମ୍ରାନଙ୍କୁ ସମାଲୋଚନା କରିସାରିଛନ୍ତି। ଇମ୍ରାନ୍ ଗତ ସେପ୍ଟେମ୍ବର ୨୭ ତାରିଖରେ ୟୁଏନଜିସିରେ ଭାଷଣ ଦେଇ ଭାରତକୁ ପରମାଣୁ ବୋମାର ଧମକ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story