ଶତକ ମାରିବା ପରେ ଏମିତି କହିଲେ ରୋହିତ୍

ବିଶାଖାପାଟଣା: ଟେଷ୍ଟ କ୍ରିକେଟରେ ପ୍ରଥମଥର ପାଇଁ ଓପନ୍ କରି ଶତକ ମାରିବା ପରେ ରୋହିତ୍ ଶର୍ମା ବେଶ୍ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, “କ୍ରିକେଟରେ ଓପନିଂ କରିବା ମୋତେ ପସନ୍ଦ ଏବଂ ଏହା ମଧ୍ୟ ମୋତେ ସୁହାଇଥାଏ। ଦିନିକିଆ କିମ୍ବା ଟେଷ୍ଟ ହେଉ, ପ୍ରଥମ ୫-୬ ଓଭରରେ ବ୍ୟାଟିଂ କରିବା କଷ୍ଟକର ହୋଇଥାଏ। ଆଜି ମଧ୍ୟ ଠିକ୍ ସେୟା ହୋଇଥିଲା, ଯେଉଁକାରଣରୁ ମୁଁ ସିଧା ବ୍ୟାଟରେ ଶଟ୍ ଖେଳିପାରୁନଥିଲି। କିନ୍ତୁ କ୍ରିଜରେ କିଛି ସମୟ ବିତାଇବା […]

rohit2

rohit2

Ranjit Kumar Jena
  • Published: Wednesday, 02 October 2019
  • Updated: 02 October 2019, 06:56 PM IST

Sports

Latest News

ବିଶାଖାପାଟଣା: ଟେଷ୍ଟ କ୍ରିକେଟରେ ପ୍ରଥମଥର ପାଇଁ ଓପନ୍ କରି ଶତକ ମାରିବା ପରେ ରୋହିତ୍ ଶର୍ମା ବେଶ୍ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, "କ୍ରିକେଟରେ ଓପନିଂ କରିବା ମୋତେ ପସନ୍ଦ ଏବଂ ଏହା ମଧ୍ୟ ମୋତେ ସୁହାଇଥାଏ। ଦିନିକିଆ କିମ୍ବା ଟେଷ୍ଟ ହେଉ, ପ୍ରଥମ ୫-୬ ଓଭରରେ ବ୍ୟାଟିଂ କରିବା କଷ୍ଟକର ହୋଇଥାଏ। ଆଜି ମଧ୍ୟ ଠିକ୍ ସେୟା ହୋଇଥିଲା, ଯେଉଁକାରଣରୁ ମୁଁ ସିଧା ବ୍ୟାଟରେ ଶଟ୍ ଖେଳିପାରୁନଥିଲି। କିନ୍ତୁ କ୍ରିଜରେ କିଛି ସମୟ ବିତାଇବା ପରେ ମୁଁ ସିଧା ବ୍ୟାଟରେ ଶଟ୍ ଖେଳିବା ଆରମ୍ଭ କରିଥିଲା, ଯାହା ମୋର ବହୁତ ପସନ୍ଦ। ଜଣେ ଯେତେବେଳେ ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସେ, ସେତେବେଳେ ଫିଲ୍ଡ ପ୍ଲେସମେଣ୍ଟ ଭିନ୍ନ ହୋଇଥାଏ ଏବଂ ବଲ୍ ମଧ୍ୟ ରିଭର୍ସ ସୁଇଂ ହୋଇଥାଏ। ଏଭଳି ସ୍ଥିତିରେ ରନ୍ କରିବା କଷ୍ଟକର ହୋଇଥାଏ। କିନ୍ତୁ ଓପନିଂ କରିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ।"

ପ୍ରଥମ ଦିନରେ ବ୍ୟାଟିଂକୁ ନେଇ ରୋହିତ୍ ଆହୁରି କହିଛନ୍ତି, "ପ୍ରଥମ ଦିବସରେ ବଲ୍ ଆଦୌ ସ୍ପିନ୍ ହେଉନଥିଲା। ଏହାଛଡ଼ା ପିଚରେ ସେଭଳି କୌଣସି ବାଉନ୍ସ ମଧ୍ୟ ନଥିଲା, ଯେଉଁକାରଣରୁ ଆମେ ଆଗକୁ ଚଢ଼ିକି ଖେଳିବାକୁ ବାଧ୍ୟ ହୋଇଥିଲୁ। ଆମେ ବଲ୍ ପାଖକୁ ଯାଇ ହିଟ୍ କରିବାକୁ ଚାହୁଁଥିଲୁ । ମୁଁ ଦୀର୍ଘ ୧୦ ବର୍ଷ ହେବ ଭାରତ ପକ୍ଷରୁ ଖେଳିଆସୁଛି ଏବଂ ମୁଁ ସବୁ ପରିସ୍ଥିତି ସହ ଅଭ୍ୟସ୍ତ ଅଛି। କ୍ରିକେଟରେ ରିସ୍କ ନେବା ମୋର ପସନ୍ଦ।

ଅନ୍ତର୍ଜାତୀୟ କ୍ରିକେଟରେ କିପରି ସୁଯୋଗର ଫାଇଦା ଉଠାଯାଇପାରିବ, ତାହା ଉପରେ ଧ୍ୟାନ ଦେବା ଦରକାର। ମୁଁ କେବଳ ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦିଏ। ମୁଁ ଭବିଷ୍ୟତ ଏବଂ ଅତୀତ ବିଷୟରେ ଭାବେ ନାହିଁ। ମୋ ପାଖରେ ଓପନିଂର ସୁବର୍ଣ୍ଣ ସୁଯୋଗ ଥିଲା ଏବଂ ଏଥିପାଇଁ ମୁଁ ପ୍ରସ୍ତୁତ ଥିଲି। ଟିମ୍ ମ୍ୟାନେଜମେଣ୍ଟ ମଧ୍ୟ ମୋ ଉପରେ ଯେଉଁ ଭରସା ଦେଖାଇଛି, ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story