ଜାଫର୍ ଖେଳିଲେ ୧୫୦ତମ ରଣଜୀ ମ୍ୟାଚ୍‌

ବିଜୟୱାଡ଼ା: ଭେଟେରାନ୍ ଓପ୍ନର ୱାସିମ୍ ଜାଫର୍ ପ୍ରଥମଶ୍ରେଣୀ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ବିଦର୍ଭ ଟିମର ଜାଫର୍ ରଣଜୀ ଟ୍ରଫିରେ ନିଜର ୧୫୦ତମ ମ୍ୟାଚ୍ ଖେଳି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମ କ୍ରିକେଟର୍ ଭାବେ ରଣଜୀରେ ସର୍ବାଧିକ ମ୍ୟାଚ୍ ଖେଳିବାରେ ରେକର୍ଡ କରିଛନ୍ତି। ସୋମବାରଠାରୁ ଆନ୍ଧ୍ର ବିପକ୍ଷ ମ୍ୟାଚ୍ ଖେଳି ଜାଫର୍ ଏହି କାରନାମା କରିଛନ୍ତି। ଜାଫରଙ୍କ ପରେ ଦେବେନ୍ଦ୍ର ବୁନ୍ଦେଲା ଓ ଅମୋଲ ମଜୁମଦାର ରଣଜୀ ଟ୍ରଫିରେ ଯଥାକ୍ରମେ ୧୪୫ ଓ ୧୩୬ […]

jaffer

jaffer

Ranjit Kumar Jena
  • Published: Monday, 09 December 2019
  • Updated: 09 December 2019, 06:51 PM IST

Sports

Latest News

ବିଜୟୱାଡ଼ା: ଭେଟେରାନ୍ ଓପ୍ନର ୱାସିମ୍ ଜାଫର୍ ପ୍ରଥମଶ୍ରେଣୀ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ବିଦର୍ଭ ଟିମର ଜାଫର୍ ରଣଜୀ ଟ୍ରଫିରେ ନିଜର ୧୫୦ତମ ମ୍ୟାଚ୍ ଖେଳି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମ କ୍ରିକେଟର୍ ଭାବେ ରଣଜୀରେ ସର୍ବାଧିକ ମ୍ୟାଚ୍ ଖେଳିବାରେ ରେକର୍ଡ କରିଛନ୍ତି।

ସୋମବାରଠାରୁ ଆନ୍ଧ୍ର ବିପକ୍ଷ ମ୍ୟାଚ୍ ଖେଳି ଜାଫର୍ ଏହି କାରନାମା କରିଛନ୍ତି। ଜାଫରଙ୍କ ପରେ ଦେବେନ୍ଦ୍ର ବୁନ୍ଦେଲା ଓ ଅମୋଲ ମଜୁମଦାର ରଣଜୀ ଟ୍ରଫିରେ ଯଥାକ୍ରମେ ୧୪୫ ଓ ୧୩୬ ମ୍ୟାଚ୍ ଖେଳିଛନ୍ତି। ଆସନ୍ତାବର୍ଷ ଫେବୃଆରୀରେ ୪୨ ବର୍ଷରେ ପଦାର୍ପଣ କରିବାକୁ ଥିବା ଜାଫର୍ ନିଜର ରଣଜୀ କ୍ୟାରିୟରରେ ୧୧୭୭୫ ରନ୍ କରିଛନ୍ତି।

ମୁମ୍ବାଇରେ ଜନ୍ମିତ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୨୫୩ ପ୍ରଥମଶ୍ରେଣୀ ମ୍ୟାଚରେ ୫୧.୧୯ ହାରରେ ୧୯୧୪୭ ରନ୍ କରିଛନ୍ତି। ସେ ମଧ୍ୟ ଭାରତ ପକ୍ଷରୁ ୩୧ ଟେଷ୍ଟ ଓ ୨ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ତେବେ ଜାଫରଙ୍କ ୧୫୦ତମ ରଣଜୀ ମ୍ୟାଚରେ ବିଦର୍ଭ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଆନ୍ଧ୍ର ପ୍ରଥମ ଇନିଂସରେ ୨୧୧ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ବିଦର୍ଭ ଦିବସର ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୨୬ ରନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story