କ୍ରିକେଟ୍ ମଇଦାନରେ ଯାଦୁ ଦେଖାଇଲେ ଏହି ଦକ୍ଷିଣ ଆଫ୍ରିକା ସ୍ପିନର୍

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ କ୍ରିକେଟରଙ୍କ ମ୍ୟାଜିକ୍। ୱିକେଟ୍ ଅକ୍ତିଆର କରିବା ପରେ ନିଆରା ଢ଼ଙ୍ଗରେ ସେଲିବ୍ରେସନ କରିଛନ୍ତି ସାଉଥ ଆଫ୍ରିକା ବୋଲର ତବରେଜ୍ ସାମ୍ସି। ମାଝାନସି ପ୍ରିମିୟର ଲିଗ୍‌-୨୦୧୯ରେ ୱିହାନ୍ ଲୁବେଙ୍କ ୱିକେଟ ନେବା ପରେ ଯାଦୁ ଜରିଆରେ ସେଲିବ୍ରେସନ କରିଛନ୍ତି ସାମ୍ସି। WICKET! A bit of magic from @shamsi90 🎩 #MSLT20 pic.twitter.com/IxMqRYF1Ma — Mzansi Super League 🔥 🇿🇦 🏏 (@MSL_T20) December 4, 2019 ପାର୍ଲ ରକ୍ସ ଟିମ୍‌ […]

shamsi

shamsi

Ranjit Kumar Jena
  • Published: Thursday, 05 December 2019
  • Updated: 05 December 2019, 08:51 PM IST

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ କ୍ରିକେଟରଙ୍କ ମ୍ୟାଜିକ୍। ୱିକେଟ୍ ଅକ୍ତିଆର କରିବା ପରେ ନିଆରା ଢ଼ଙ୍ଗରେ ସେଲିବ୍ରେସନ କରିଛନ୍ତି ସାଉଥ ଆଫ୍ରିକା ବୋଲର ତବରେଜ୍ ସାମ୍ସି। ମାଝାନସି ପ୍ରିମିୟର ଲିଗ୍‌-୨୦୧୯ରେ ୱିହାନ୍ ଲୁବେଙ୍କ ୱିକେଟ ନେବା ପରେ ଯାଦୁ ଜରିଆରେ ସେଲିବ୍ରେସନ କରିଛନ୍ତି ସାମ୍ସି।

ପାର୍ଲ ରକ୍ସ ଟିମ୍‌ ପକ୍ଷରୁ ଖେଳୁଥିବା ଥିବା ସାମ୍ସି ବିପକ୍ଷ ଟିମ୍‌ ଡର୍ବାନ୍‌ ହିଟ୍‌ର ବଡ ବ୍ୟାଟ୍ସମ୍ୟାନ୍ ୱିହାନ୍ ଲୁବେଙ୍କ ୱିକେଟ୍‌ ନେଇଥିଲେ। ବିପକ୍ଷ ଦଳର ଘାତକ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ପରେ ତବ୍‌ରୈଜ୍‌ ଏକ ଲାଲ୍ ରଙ୍ଗର ରୁମାଲ୍‌ କାଢ଼ି ହାତରେ ଧରିଥିଲେ। ଏହାପରେ କିଛି ସମୟ ପରେ ହଠାତ୍‌ ରୁମାଲ୍‌ ଟି ଗୋଟେ ଧଳା ପତଳା ବାଡ଼ିରେ ପରିଣତ ହୋଇଯାଇଥିଲା। ମ୍ୟାଚ୍‌ର ଲାଇଭ୍ କଭରେଜ ହେଉଥିବାରୁ ଏହି ଦୃଶ୍ୟ କ୍ୟମେରାରେ କଏଦ ହୋଇଥିଲା।

ତେବେ କ୍ରିକେଟ୍‌ ଗ୍ରାଉଣ୍ଡରେ ଏଭଳି ସେଲେବ୍ରେସନ୍‌ ପୂର୍ବରୁ କେବେ ହୋଇନଥିଲା। ଅନେକ ସମୟରେ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ପ୍ଲେୟାର୍‌ମାନଙ୍କ ସେଲେବ୍ରେସନ୍‌ର ଖୁବ୍‌ ଚର୍ଚ୍ଚା ହୋଇଥାଏ। କିନ୍ତୁ ଏବେ ସାମ୍ସିଙ୍କ ଯାଦୁରେ ଦିୱାନା ହୋଇଯାଇଛନ୍ତି କ୍ରିକେଟ୍‌ ପ୍ରେମୀ। ଏହି ଯାଦୁ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନେକ ଏହାକୁ ଫେସ୍‌ବୁକ୍‌ ଓ ଟ୍ୱିଟ୍‌ରେ ପୋଷ୍ଟ କରି ସାମ୍ସିଙ୍କ ଯାଦୁକଳାର ଖୁବ୍ ପ୍ରଶଂସା କରୁଛନ୍ତି। ତେବେ ସାମ୍ସି ଏଭଳି ଯାଦୁ ପ୍ରଥମଥର ଦେଖାଇ ନାହାନ୍ତି। ଅନେକ ସମୟରେ ସେ ପଡ଼ିଆ ଭିତରେ ଏମିତି ଯାଦୁ ଦେଖାଇ ଫ୍ୟାନ୍‌ଙ୍କ ମନଖୁସି କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story