ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପୂର୍ବରୁ ପୂରା ଫିଟ୍ ହୋଇଯିବି: ୱାଟସନ୍

ସିଡନୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବେଳକୁ ସେ ପୂରାପୂରି ଫିଟ୍ ହୋଇଯିବେ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଅଲ୍‌-ରାଉଣ୍ଡର ସେନ୍‌ ୱାଟସନ୍। ସୂଚନାଯୋଗ୍ୟ, ୱାଟସନ୍‌ଙ୍କ ତଳି ପେଟରେ ଆଘାତ ଲାଗିଛି। ୱାଟସନ୍ କହିଛନ୍ତି ଯେ ବୋଲିଂ ଓ ବ୍ୟାଟିଂ କରିବାକୁ ତାଙ୍କୁ ଆଉ ଦୁଇ ସପ୍ତାହ ଲାଗିବ। ବିଶେଷ କିଛି ଅସୁବିଧା ହୋଇନାହିଁ। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ପୂରା ଫିଟ୍ ହୋଇଯିବା ନେଇ ତାଙ୍କର ବିଶ୍ୱାସ ରହିଛି। ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତରେ ଆସନ୍ତା ମାର୍ଚ୍ଚ ୮ରୁ ଏପ୍ରିଲ୍ ୩ […]

watson

watson

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 02:08 PM IST

Sports

Latest News

ସିଡନୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବେଳକୁ ସେ ପୂରାପୂରି ଫିଟ୍ ହୋଇଯିବେ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଅଲ୍‌-ରାଉଣ୍ଡର ସେନ୍‌ ୱାଟସନ୍। ସୂଚନାଯୋଗ୍ୟ, ୱାଟସନ୍‌ଙ୍କ ତଳି ପେଟରେ ଆଘାତ ଲାଗିଛି।

ୱାଟସନ୍ କହିଛନ୍ତି ଯେ ବୋଲିଂ ଓ ବ୍ୟାଟିଂ କରିବାକୁ ତାଙ୍କୁ ଆଉ ଦୁଇ ସପ୍ତାହ ଲାଗିବ। ବିଶେଷ କିଛି ଅସୁବିଧା ହୋଇନାହିଁ। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ପୂରା ଫିଟ୍ ହୋଇଯିବା ନେଇ ତାଙ୍କର ବିଶ୍ୱାସ ରହିଛି।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତରେ ଆସନ୍ତା ମାର୍ଚ୍ଚ ୮ରୁ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ଅଷ୍ଟ୍ରେଲିଆ ଘୋଷଣା କରିଥିବା ୧୫ ଜଣିଆ ଟିମ୍‌ରେ ୱାଟସନ୍ ମଧ୍ୟ ରହିଛନ୍ତି। ୱାଟସନ୍‌ଙ୍କ ସହିତ ଆରୋନ୍ ଫିଞ୍ଚ, ଜେମ୍ସ ଫକ୍‌ନର ଓ ନାଥମ କଲ୍ଟର-ନିଲେ ମଧ୍ୟ ଫୁଲ୍ ଫିଟ୍‌ନେସ୍‌ ପାଇଁ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story