ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କୁ ଜୋରିମାନା

ଚେନ୍ନାଇ: ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ସ୍ଲୋ’ ଓଭର୍ ରେଟ୍ ପାଇଁ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ଉପରେ ମ୍ୟାଚ୍ ଫି’ର ୮୦ ପ୍ରତିଶତ ଜୋରିମାନା ଲଗାଯାଇଛି। ଆଇସିସି ମ୍ୟାଚ୍ ରେଫରୀ ଡେଭିଡ୍ ବୁନ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାରି ଓଭର୍ କମ୍ କରିବା କାରଣରୁ କାଇରନ୍ ପୋଲାର୍ଡଙ୍କ ଟିମ୍ ଉପରେ ଏହି ଜୋରିମାନା ଲଗାଇଛନ୍ତି। ଆଇସିସି ପକ୍ଷରୁ କୁହାଯାଇଛି ଯେ, ଆଇସିସିର ଖେଳାଳି ଏବଂ ସେମାନଙ୍କ ସହଯୋଗୀ ଷ୍ଟାଫଙ୍କ ପାଇଁ ଉଦ୍ଦିଷ୍ଟ ଆଚାର ସଂହିତା ଧାରା ୨.୨୨ ଅନୁଯାୟୀ, […]

wi

wi

Ranjit Kumar Jena
  • Published: Monday, 16 December 2019
  • Updated: 16 December 2019, 08:40 PM IST

Sports

Latest News

ଚେନ୍ନାଇ: ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ସ୍ଲୋ' ଓଭର୍ ରେଟ୍ ପାଇଁ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ଉପରେ ମ୍ୟାଚ୍ ଫି'ର ୮୦ ପ୍ରତିଶତ ଜୋରିମାନା ଲଗାଯାଇଛି। ଆଇସିସି ମ୍ୟାଚ୍ ରେଫରୀ ଡେଭିଡ୍ ବୁନ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାରି ଓଭର୍ କମ୍ କରିବା କାରଣରୁ କାଇରନ୍ ପୋଲାର୍ଡଙ୍କ ଟିମ୍ ଉପରେ ଏହି ଜୋରିମାନା ଲଗାଇଛନ୍ତି।

ଆଇସିସି ପକ୍ଷରୁ କୁହାଯାଇଛି ଯେ, ଆଇସିସିର ଖେଳାଳି ଏବଂ ସେମାନଙ୍କ ସହଯୋଗୀ ଷ୍ଟାଫଙ୍କ ପାଇଁ ଉଦ୍ଦିଷ୍ଟ ଆଚାର ସଂହିତା ଧାରା ୨.୨୨ ଅନୁଯାୟୀ, କୌଣସି ଟିମ୍ ଯଦି ନିର୍ଦ୍ଧାରିତ ସମୟରେ ଓଭର୍ ପୂରଣ ନକରେ, ତାହେଲେ ସେମାନଙ୍କ ଉପରେ ପ୍ରତି ଓଭର୍ ପିଛା ୨୦ ପ୍ରତିଶତ ଜୋରିମାନା ଲଗାଯିବ। ଏହିପରି ଭାବେ ପ୍ରତି ଖେଳାଳିଙ୍କ ଉପରେ ମ୍ୟାଚ୍ ଫି'ର ୮୦ ପ୍ରତିଶତ ଜୋରିମାନା ଲଗାଯାଇଛି।

ମ୍ୟାଚ୍ ଶେଷ ହେବା ପରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ନିଜ୍ ଭୁଲ୍ ସ୍ୱୀକାର କରିଛନ୍ତି ଏବଂ ପ୍ରସ୍ତାବିତ ଜୋରିମାନାକୁ ମଧ୍ୟ ଗ୍ରହଣ କରିଛନ୍ତି। ଏହି କାରଣରୁ ଏହି ମାମଲାର ଆଉ ଶୁଣାଣି ହେବ ନାହିଁ। ଫିଲ୍ଡ ଅମ୍ପାୟାର ନୀତୀନ ମେନନ୍‌, ଶନ୍ ଜର୍ଜ, ତୃତୀୟ ଅର୍ମ୍ପାାର ରଡନୀ ଟକର ଏବଂ ଚତୁର୍ଥ ଅମ୍ପାୟାର ଅନୀଲ ଚୌଧୁରୀ ଏହି ଅଭିଯୋଗ ଲଗାଇଥିଲେ।

ସୂଚନାଯୋଗ୍ୟ, ଶିମରନ୍ ହେଟମେୟର୍ (୧୩୯) ଓ ଶାଇ ହୋପ୍ (୧୦୨*)ଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା। ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୧୮ ତାରିଖରେ ବିଶାଖାପାଟଣାରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story