ସପିଙ୍ଗ୍ ମଲ୍ ବୁଲିଲେ ୱେଷ୍ଟଇଣ୍ଡିଜ୍ ଖେଳାଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାରବାଟୀ ଦିନିକିଆ ପୂର୍ବରୁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ଶୁକ୍ରବାର ରିଲାକ୍ସ କରିଛନ୍ତି। ଗୋଟିଏ ପଟେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ହୋଟେଲରେ ମସ୍ତି କରିଥିବା ବେଳେ ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ଶୁକ୍ରବାର ସପିଙ୍ଗ୍ ମଲରେ ବୁଲିଥିଲେ। ୱେଷ୍ଟଇଣ୍ଡିଜ୍ ଟିମର କିଛି ଖେଳାଳି ରସୁଲଗଡ଼ସ୍ଥିତ ଏସପ୍ଲାନେଡ୍ ଯାଇଥିଲେ। ସେଠାରେ ଇଣ୍ଡିଜ୍ ଖେଳାଳିମାନେ ସପିଙ୍ଗ୍ ମଧ୍ୟ କରିଥିଲେ। ୱେଷ୍ଟଇଣ୍ଡିଜ୍ ଟିମର ସୁନୀଲ ଅମ୍ବ୍ରିସ୍‌, ପେସ୍ ବୋଲର ଜେସନ୍ ହୋଲ୍ଡରଙ୍କୁ ଏସପ୍ଲାନେଡ୍ ସପିଙ୍ଗ୍ […]

shopping-mall

shopping-mall

Ranjit Kumar Jena
  • Published: Friday, 20 December 2019
  • Updated: 20 December 2019, 09:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାରବାଟୀ ଦିନିକିଆ ପୂର୍ବରୁ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ଶୁକ୍ରବାର ରିଲାକ୍ସ କରିଛନ୍ତି। ଗୋଟିଏ ପଟେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ହୋଟେଲରେ ମସ୍ତି କରିଥିବା ବେଳେ ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ଶୁକ୍ରବାର ସପିଙ୍ଗ୍ ମଲରେ ବୁଲିଥିଲେ।

ୱେଷ୍ଟଇଣ୍ଡିଜ୍ ଟିମର କିଛି ଖେଳାଳି ରସୁଲଗଡ଼ସ୍ଥିତ ଏସପ୍ଲାନେଡ୍ ଯାଇଥିଲେ। ସେଠାରେ ଇଣ୍ଡିଜ୍ ଖେଳାଳିମାନେ ସପିଙ୍ଗ୍ ମଧ୍ୟ କରିଥିଲେ। ୱେଷ୍ଟଇଣ୍ଡିଜ୍ ଟିମର ସୁନୀଲ ଅମ୍ବ୍ରିସ୍‌, ପେସ୍ ବୋଲର ଜେସନ୍ ହୋଲ୍ଡରଙ୍କୁ ଏସପ୍ଲାନେଡ୍ ସପିଙ୍ଗ୍ ମଲରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହାଛଡ଼ା ଟିମର ସର୍ପୋଟ୍ ଷ୍ଟାଫ୍ ମଧ୍ୟ ମଲରେ ବୁଲି ଖୁବ୍ ମଜା କରିଥିଲେ।

ସୂଚନାଯୋଗ୍ୟ, ଶୁକ୍ରବାର ଉଭୟ ଦଳ ଅଭ୍ୟାସ କରିବା ପାଇଁ ବାରବାଟୀ ଯାଇଥାନ୍ତେ। କିନ୍ତୁ ମ୍ୟାଚକୁ ଅତିରିକ୍ତ ଗୋଟିଏ ଦିନ ବାକିଥିବାରୁ ଉଭୟ ଦଳ ଶୁକ୍ରବାର ଅଭ୍ୟାସ ସେସନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆସନ୍ତାକାଲି ଉଭୟ ଦଳ ପର୍ଯ୍ୟାୟକ୍ରମେ ଅଭ୍ୟାସ କରିବାକୁ ଯିବେ। ପ୍ରଥମେ ସକାଳ ୯ଟା ବେଳେ ଇଣ୍ଡିଜ୍ ଦଳ ଏବଂ ଅପରାହ୍ଣ ୨ଟା ବେଳେ ଭାରତୀୟ ଟିମ୍ ଅଭ୍ୟାସ କରିବାକୁ ଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story