ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: କାଲି ଭାରତ-ମାଲେସିଆ ମୁକାବିଲା

ସିଙ୍ଗାପୁର: ଚଳିତ ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ଆସନ୍ତାକାଲି ମାଲେସିଆକୁ ଭେଟିବ ଭାରତ। ଅପରାହ୍ନ ସାଢ଼େ ୩ଟାରେ ଏହି ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଦୁଇଟି ମ୍ୟାଚ୍‌ ଖେଳି ସାରିଛି। ପ୍ରଥମ ମ୍ୟାଚ୍‌ଟି ଜାପାନ ବିରୁଦ୍ଧରେ ଖେଳିଥିବା ବେଳେ ଏହା ୨-୨ରେ ଡ୍ର’ରେ ରହିଥିଲା। ଗତକାଲି ଦଳ ଦକ୍ଷିଣ କୋରିଆକୁ ଦଳ ୨-୧ରେ ହରାଇଥିଲା।

hockey-india

Rakesh Mallick
  • Published: Monday, 31 October 2016
  • , Updated: 01 November 2016, 01:12 PM IST

ସିଙ୍ଗାପୁର: ଚଳିତ ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ଆସନ୍ତାକାଲି ମାଲେସିଆକୁ ଭେଟିବ ଭାରତ। ଅପରାହ୍ନ ସାଢ଼େ ୩ଟାରେ ଏହି ମ୍ୟାଚ୍ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଦୁଇଟି ମ୍ୟାଚ୍‌ ଖେଳି ସାରିଛି। ପ୍ରଥମ ମ୍ୟାଚ୍‌ଟି ଜାପାନ ବିରୁଦ୍ଧରେ ଖେଳିଥିବା ବେଳେ ଏହା ୨-୨ରେ ଡ୍ର’ରେ ରହିଥିଲା। ଗତକାଲି ଦଳ ଦକ୍ଷିଣ କୋରିଆକୁ ଦଳ ୨-୧ରେ ହରାଇଥିଲା।

Related story