ମହିଳା କ୍ରିକେଟ୍: ଶ୍ରୀଲଙ୍କାକୁ ହରାଇଲା ଭାରତ

ରାଞ୍ଚି: ଶ୍ରୀଲଙ୍କା ବିପକ୍ଷ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତୀୟ ମହିଳା ଦଳ ୨-୦ରେ ଆଗୁଆ ହୋଇଯାଇଛି। ଶ୍ରୀଲଙ୍କା ଦଳ ପ୍ରଥମ ମ୍ୟାଚ୍‌ଟି ହାରି ଯାଇଥିବା ବେଳେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ଟି ମଧ୍ୟ ହାରି ଯାଇଛି। ଭାରତୀୟ ମହିଳା ଦଳ ଆଜିର ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତି ଯାଇଛି। ଏହା ସହିତ ଦଳ ସିରିଜ୍‌ ବିଜୟ ହୋଇଛି। ରାଞ୍ଚିର ଜେଏସ୍‌ସିଏ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମ୍‌ କଂପ୍ଲେକ୍ସରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ […]

mithali

mithali

Rakesh Mallick
  • Published: Wednesday, 17 February 2016
  • Updated: 17 February 2016, 12:42 PM IST

ରାଞ୍ଚି: ଶ୍ରୀଲଙ୍କା ବିପକ୍ଷ ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତୀୟ ମହିଳା ଦଳ ୨-୦ରେ ଆଗୁଆ ହୋଇଯାଇଛି। ଶ୍ରୀଲଙ୍କା ଦଳ ପ୍ରଥମ ମ୍ୟାଚ୍‌ଟି ହାରି ଯାଇଥିବା ବେଳେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ଟି ମଧ୍ୟ ହାରି ଯାଇଛି। ଭାରତୀୟ ମହିଳା ଦଳ ଆଜିର ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତି ଯାଇଛି। ଏହା ସହିତ ଦଳ ସିରିଜ୍‌ ବିଜୟ ହୋଇଛି।

ରାଞ୍ଚିର ଜେଏସ୍‌ସିଏ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମ୍‌ କଂପ୍ଲେକ୍ସରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଥିଲା। ଦଳ ୫୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ମନୋଦରା ୪୩ ଓ ୱିରାକୋଡି ୩୭ ରନ୍ କରିଥିଲେ। ଭାରତ ପକ୍ଷରୁ ଦିପ୍ତୀ ଶର୍ମା ୪ଟି ୱିକେଟ୍ ନେଇଥିଲେ।

ଭାରତ ୪୩.୧ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଧିନାୟକ ମିଥାଲି ରାଜ ଅପରାଜିତ ୫୩ ରନ୍ କରିଥିଲେ। ସେହିପରି ମନ୍ଧାନା ଓ ହରମନପ୍ରୀତ ଯଥାକ୍ରମେ ୪୬ ଓ ୪୧ ରନ୍ କରି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story