କଳିଙ୍ଗ ଷ୍ଟାଡିୟମକୁ ମିଳିଲା ଆଉ ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ: ପୁରସ୍କାର ରାଶି ରହିଛି ୧୫ ହଜାର ଡଲାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ଟେନିସ୍ ଟୁର୍ଣ୍ଣାମେଣ୍ଟ। ITFର ଇଣ୍ଡିଆ ଫ୍ୟୁୟଚର୍ସ F1 ଟେନିସ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ। ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ସିଙ୍ଗିଲ୍ସ ଓ ଡବଲ୍ସ ମ୍ୟାଚ ହେବ। ଆସନ୍ତା ଫେବୃୟାରୀ ୨୬ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ମାର୍ଚ୍ଚ ୪ ଯାଏଁ ଚାଲିବ। ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ରହିଛି ୧୫ ହଜାର ଆମେରିକୀୟ ଡଲାର। […]

kalinga stadiummm

Rakesh Mallick
  • Published: Friday, 12 January 2018
  • , Updated: 12 January 2018, 09:57 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ଟେନିସ୍ ଟୁର୍ଣ୍ଣାମେଣ୍ଟ। ITFର ଇଣ୍ଡିଆ ଫ୍ୟୁୟଚର୍ସ F1 ଟେନିସ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ। ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ସିଙ୍ଗିଲ୍ସ ଓ ଡବଲ୍ସ ମ୍ୟାଚ ହେବ। ଆସନ୍ତା ଫେବୃୟାରୀ ୨୬ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ମାର୍ଚ୍ଚ ୪ ଯାଏଁ ଚାଲିବ। ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ରହିଛି ୧୫ ହଜାର ଆମେରିକୀୟ ଡଲାର। ଓଡ଼ିଶା ଟେନିସ୍ ଆସୋସିଏସନ୍ ଏବଂ କ୍ରୀଡ଼ା ବିଭାଗ ମିଳିତ ଭାବେ ଆୟୋଜନ କରିବେ।

https://www.youtube.com/watch?v=K7WKUe1XAms

Related story