ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ୍: ବ୍ରୋଞ୍ଜ ଜିତିଲେ ବଜରଙ୍ଗ ଓ ରବି

ନୁର୍-ସୁଲତାନ (କଜାଖସ୍ତାନ): ବିଶ୍ୱର ଏକ ନମ୍ବର ରେସଲର୍ ବଜରଙ୍ଗ ପୁନିଆ (୬୫ କେଜି) ଓ ରବି କୁମାର ଦାହିୟା (୫୭ କେଜି) ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଗୁରୁବାର ଉଭୟ ରେସଲର୍ ନିଜ ନିଜର ସେମିଫାଇନାଲରେ ହାରିଯାଇଥିଲେ। ତେବେ ଦୁହେଁ ଶୁକ୍ରବାର ନିଜ ନିଜର ବ୍ରୋଞ୍ଜ ପଦକ ମୁକାବିଲାରେ ବିଜୟୀ ହୋଇ ଏହି ସଫଳତା ଅର୍ଜନ କରିଛନ୍ତି। ବ୍ରୋଞ୍ଜ ପଦକ ମ୍ୟାଚରେ ବଜରଙ୍ଗ ମଙ୍ଗୋଲିଆର ତୁଲଗା ତୁମୁର ଓଚିରଙ୍କୁ ୮-୭ରେ ପରାସ୍ତ […]

bajrang

bajrang

Ranjit Kumar Jena
  • Published: Friday, 20 September 2019
  • Updated: 20 September 2019, 08:35 PM IST

Sports

Latest News

ନୁର୍-ସୁଲତାନ (କଜାଖସ୍ତାନ): ବିଶ୍ୱର ଏକ ନମ୍ବର ରେସଲର୍ ବଜରଙ୍ଗ ପୁନିଆ (୬୫ କେଜି) ଓ ରବି କୁମାର ଦାହିୟା (୫୭ କେଜି) ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଗୁରୁବାର ଉଭୟ ରେସଲର୍ ନିଜ ନିଜର ସେମିଫାଇନାଲରେ ହାରିଯାଇଥିଲେ। ତେବେ ଦୁହେଁ ଶୁକ୍ରବାର ନିଜ ନିଜର ବ୍ରୋଞ୍ଜ ପଦକ ମୁକାବିଲାରେ ବିଜୟୀ ହୋଇ ଏହି ସଫଳତା ଅର୍ଜନ କରିଛନ୍ତି।

ବ୍ରୋଞ୍ଜ ପଦକ ମ୍ୟାଚରେ ବଜରଙ୍ଗ ମଙ୍ଗୋଲିଆର ତୁଲଗା ତୁମୁର ଓଚିରଙ୍କୁ ୮-୭ରେ ପରାସ୍ତ କରିଛନ୍ତି। ଏହି ମୁକାବିଲାରେ ବଜରଙ୍ଗ ଏକ ସମୟରେ ୦-୬ରେ ପଛୁଆ ଥିଲେ। କିନ୍ତୁ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୧ ପଏଣ୍ଟ ବ୍ୟବଧାନରେ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ। ୨୫ ବର୍ଷୀୟ ଏହି ଭାରତୀୟ ରେସଲର୍ କ୍ରମାଗତ ଦ୍ୱିତୀୟଥର ଏବଂ ଓଭରଅଲ୍ ତୃତୀୟ ୱାର୍ଲ୍ଡ ଚାମ୍ପିୟନଶିପ୍ ପଦକ ଜିତିଛନ୍ତି।

ଏହା ପୂର୍ବରୁ ବଜରଙ୍ଗ ଗୁରୁବାର କ୍ୱାର୍ଟରଫାଇନାଲରେ କୋରିଆର ଜଙ୍ଗ ଚୋଇ ସୋନଙ୍କୁ ୮-୧ରେ ହରାଇ ସେମିରେ ପହଞ୍ଚିଥିଲେ। କିନ୍ତୁ ଅନ୍ତିମ-୪ରେ ସେ କଜାଖସ୍ତାନର ଦୌଲତ ନିୟାଜବେକୋଭଙ୍କଠାରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ।

ସେହିପରି ଶୁକ୍ରବାର ରବି ନିଜର ବ୍ରୋଞ୍ଜ ପଦକ ମୁକାବିଲାରେ ଇରାନର ରେଜା ଆଟ୍ରି ନାଘାର୍ଚିଙ୍କୁ ୬-୩ରେ ହରାଇଛନ୍ତି। ଏହା ପୂର୍ବରୁ ରବି ୫୭ କେଜି କ୍ୱାର୍ଟରଫାଇନାଲରେ ପୂର୍ବତନ ୱାର୍ଲ୍ଡ ଚାମ୍ପିୟନ୍ ଜାପାନର ୟୁକି ତାକାହାଶିଙ୍କୁ ୬-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ତେବେ ସେମିରେ ସେ ରୁଷର ଜୌର୍ ଉଗୁଏଭଙ୍କଠାରୁ ୪-୬ରେ ହାରିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story