କୋହଲି କହିଲେ, କାହିଁକି ଆଇପିଏଲ୍ ଟ୍ରଫି ଜିତିପାରି ନାହିଁ ଆରସିବି

ନୂଆଦିଲ୍ଲୀ: ୧୧ ବର୍ଷ ହେବ ଗୋଟିଏ ଟିମ୍ ପକ୍ଷରୁ ଖେଳିବା କିଛି ବଡ଼ କଥା ନୁହେଁ। ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ ଆଇପିଏଲ୍ ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସହ ଜଡିତ ରହିଆସିଛନ୍ତି। କିନ୍ତୁ ତାଙ୍କ ଉପସ୍ଥିତିରେ ଆରସିବି ଏପର୍ଯ୍ୟନ୍ତ ଟାଇଟଲ ଜିତିପାରି ନାହିଁ, ଯାହା କୋହଲିଙ୍କୁ ବ୍ୟଥିତ କରିଛି। ତେବେ ତାଙ୍କ ଟିମ୍ କାହିଁକି ଟାଇଟଲ୍ ଜିତିପାରି ନାହିଁ, ଏ ସମ୍ବନ୍ଧରେ ମୁହଁ ଖୋଲିଛନ୍ତି ବିରାଟ। ବିରାଟ କହିଛନ୍ତି, ଭୁଲ୍ ନିଷ୍ପତ୍ତି କାରଣରୁ ଆରସିବି ଏପର୍ଯ୍ୟନ୍ତ […]

vir

vir

Ranjit Kumar Jena
  • Published: Sunday, 17 March 2019
  • Updated: 17 March 2019, 07:51 PM IST

Sports

Latest News

ନୂଆଦିଲ୍ଲୀ: ୧୧ ବର୍ଷ ହେବ ଗୋଟିଏ ଟିମ୍ ପକ୍ଷରୁ ଖେଳିବା କିଛି ବଡ଼ କଥା ନୁହେଁ। ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ ଆଇପିଏଲ୍ ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସହ ଜଡିତ ରହିଆସିଛନ୍ତି। କିନ୍ତୁ ତାଙ୍କ ଉପସ୍ଥିତିରେ ଆରସିବି ଏପର୍ଯ୍ୟନ୍ତ ଟାଇଟଲ ଜିତିପାରି ନାହିଁ, ଯାହା କୋହଲିଙ୍କୁ ବ୍ୟଥିତ କରିଛି। ତେବେ ତାଙ୍କ ଟିମ୍ କାହିଁକି ଟାଇଟଲ୍ ଜିତିପାରି ନାହିଁ, ଏ ସମ୍ବନ୍ଧରେ ମୁହଁ ଖୋଲିଛନ୍ତି ବିରାଟ।

ବିରାଟ କହିଛନ୍ତି, ଭୁଲ୍ ନିଷ୍ପତ୍ତି କାରଣରୁ ଆରସିବି ଏପର୍ଯ୍ୟନ୍ତ ଆଇପିଏଲର କୌଣସି ସିଜନ ଜିତିପାରି ନାହିଁ। ଯଦି ଆପଣ ଭୁଲ ନିଷ୍ପତ୍ତି ନେବେ, ତାହେଲେ ପରାଜୟ ହେବା ସୁନିଶ୍ଚିତ। ବଡ଼ ମ୍ୟାଚରେ ଆମେ ସଠିକ ନିଷ୍ପତ୍ତି ନେଇପାରିନାହୁଁ। ଯେଉଁ ଟିମର ନିଷ୍ପତ୍ତି ସଠିକ, ସେହି ଟିମ୍ ହିଁ ଆଇପିଏଲରେ ବିଜୟ ହାସଲ କରିଛି। ଏତେ ବର୍ଷ ମଧ୍ୟରେ ଆମେ ତିନିଥର ଫାଇନାଲରେ ପହଞ୍ଚିଛୁ ଏବଂ ତିନିଥର ସେମିଫାଇନାଲରେ ହାରିଛୁ। ଏହା ସତ୍ତ୍ବେ ଆମର ଉତ୍ସାହ କେବେବି କମ୍ ହୋଇନାହିଁ। ଆମେ ପ୍ରତି ମ୍ୟାଚ୍ ଜିତିବା ପାଇଁ ଖେଳୁ ଏବଂ ଫଳାଫଳ ଆମ ସପକ୍ଷରେ ନଯିବା ଦୁଭାର୍ଗପୂର୍ଣ୍ଣ ବୋଲି ବିରାଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story