IPL-11: ଶେଷରେ ଯୁବରାଜଙ୍କୁ ଦଳରେ ସ୍ଥାନ ମିଳିଲାନାହିଁ

ଚଳିତ ଆଇପଏଲର ୨୫ ତମ ମ୍ୟାଚ୍‌ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବଦ ମଧ୍ୟରେ ରାଜୀବ ଗାନ୍ଧି ଇଣ୍ଟରନେସନାଲ ଷ୍ଟାଡ଼ିୟମରେ ଖେଳାଯାଉଛି। ପଞ୍ଜାବ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଆଜିର ମ୍ୟାଚ୍‌ରେ ଯୁବରାଜଙ୍କୁ ଦଳରେ ସ୍ଥାନ ମିଳିନାହଁ। ଲଗାତାର ଖରାପ ପ୍ରଦର୍ଶନ ପାଇଁ ସେ ଟିମ୍‌ ଇଲେଭେନରୁ ବାଦ ପଡ଼ିଛନ୍ତି। ଚଳିତ ଆଇପିଏଲରେ ଯୁବରାଜ ଫର୍ମ ପାଇଁ ସଂଘର୍ଷ କରୁଥିବାର ନଜରକୁ ଆସିଥିଲେ। ଅନ୍ୟପଟେ ଇନ୍ ଫର୍ମ ଖେଳାଳି ଗେଲ୍‌ […]

Yuvraj-Singh_BCCI

Rakesh Mallick
  • Published: Thursday, 26 April 2018
  • , Updated: 26 April 2018, 08:31 PM IST

ଚଳିତ ଆଇପଏଲର ୨୫ ତମ ମ୍ୟାଚ୍‌ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବଦ ମଧ୍ୟରେ ରାଜୀବ ଗାନ୍ଧି ଇଣ୍ଟରନେସନାଲ ଷ୍ଟାଡ଼ିୟମରେ ଖେଳାଯାଉଛି। ପଞ୍ଜାବ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଆଜିର ମ୍ୟାଚ୍‌ରେ ଯୁବରାଜଙ୍କୁ ଦଳରେ ସ୍ଥାନ ମିଳିନାହଁ। ଲଗାତାର ଖରାପ ପ୍ରଦର୍ଶନ ପାଇଁ ସେ ଟିମ୍‌ ଇଲେଭେନରୁ ବାଦ ପଡ଼ିଛନ୍ତି। ଚଳିତ ଆଇପିଏଲରେ ଯୁବରାଜ ଫର୍ମ ପାଇଁ ସଂଘର୍ଷ କରୁଥିବାର ନଜରକୁ ଆସିଥିଲେ। ଅନ୍ୟପଟେ ଇନ୍ ଫର୍ମ ଖେଳାଳି ଗେଲ୍‌ ପୁଣିଥରେ ଦଳକୁ ଫେରିଛନ୍ତି।

Related story