ଏହି ପୁରୁଣା ଫଟୋ ଟ୍ୱିଟରରେ ଶେୟାର କଲେ ଯୁବରାଜ

ନୂଆଦିଲ୍ଲୀ: ଆଜିର ଦିନ ଭାରତୀୟ କ୍ରିକେଟ୍ ଟିମର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ପାଇଁ ବହୁତ ଖାସ୍। କାରଣ ଆଜି ଦିନରେ ହିଁ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଯୁବରାଜ ପ୍ରଥମଥର ଯେତେବେଳେ ଭାରତୀୟ ଟିମ୍ ପାଇଁ ଚୟନ ହୋଇଥିଲେ, ସେହି ସମୟର ଏକ ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ତାଙ୍କ ଚୟନ ୨୦୦୦ ମସିହାରେ ଆଇସିସି ନକଆଉଟ୍ ଟ୍ରଫି ପାଇଁ ହୋଇଥିଲା। ଯୁବିଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଫଟୋରେ ତାଙ୍କ ସହ ମହାନ୍ […]

yuvi

yuvi

Ranjit Kumar Jena
  • Published: Thursday, 03 October 2019
  • Updated: 03 October 2019, 08:14 PM IST

Sports

Latest News

ନୂଆଦିଲ୍ଲୀ: ଆଜିର ଦିନ ଭାରତୀୟ କ୍ରିକେଟ୍ ଟିମର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ପାଇଁ ବହୁତ ଖାସ୍। କାରଣ ଆଜି ଦିନରେ ହିଁ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଯୁବରାଜ ପ୍ରଥମଥର ଯେତେବେଳେ ଭାରତୀୟ ଟିମ୍ ପାଇଁ ଚୟନ ହୋଇଥିଲେ, ସେହି ସମୟର ଏକ ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ତାଙ୍କ ଚୟନ ୨୦୦୦ ମସିହାରେ ଆଇସିସି ନକଆଉଟ୍ ଟ୍ରଫି ପାଇଁ ହୋଇଥିଲା।

ଯୁବିଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଫଟୋରେ ତାଙ୍କ ସହ ମହାନ୍ ବ୍ୟାଟ୍ସମ୍ୟାନ୍ ରାହୁଲ୍ ଡ୍ରାଭିଡ୍ ଓ ବିଜୟ ଦାହିୟା ରହିଛନ୍ତି। ଯୁବରାଜ ଏହି ଫଟୋରେ କ୍ୟାପସନ୍ ଦେଇଛନ୍ତି, ଟିମ୍ ଇଣ୍ଡିଆ ପକ୍ଷରୁ ପ୍ରଥମଥର ଚୟନ ହେବା ମୋ ପାଇଁ ବଡ଼ ପରିବର୍ତ୍ତନ ଥିଲା। ଯୁବି ଓ ଦାହିୟା ଏକାଠି କେନିୟା ବିପକ୍ଷରେ ୩ ଅକ୍ଟୋବର, ୨୦୦୦ ମସିହାରେ ଡେବ୍ୟୁ କରିଥିଲେ। ତେବେ ରୋଚକ କଥା ହେଉଛି, ଦୁହିଁଙ୍କୁ ବ୍ୟାଟିଂ କରିବା ପାଇଁ ସୁଯୋଗ ମିଳିନଥିଲା।

ଏହି ମ୍ୟାଚରେ ଭାରତକୁ ୨୦୯ ରନର ଲକ୍ଷ୍ୟ ମିଳିଥିଲା, ଯାହାକୁ ସେମାନେ ୨ ୱିକେଟ୍ ହରାଇ ହାସଲ କରିଥିଲେ। ଭାରତ ପକ୍ଷରୁ ତତ୍କାଳୀନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି (୬୬) ଓ ସଚିନ ତେନ୍ଦୁଲକର (୨୫) ଇନିଂସ୍ ଓପନ୍ କରିଥିଲେ। କେନିୟା ବୋଲର୍ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଏହା ପରେ ଡ୍ରାଭିଡ୍ (୬୮*) ଓ ବିନୋଦ କାମ୍ବଲୀ (୩୯*) ଭାରତକୁ ବିଜୟୀ କରାଇଥିଲେ। ହେଲେ ଏହି ମ୍ୟାଚରେ ଯୁବିଙ୍କୁ ୪ ଓଭର ବୋଲିଂ କରିବାକୁ ସୁଯୋଗ ମିଳିଥିଲା, ଯେଉଁଥିରେ ସେ ୧୬ ରନ୍ ଦେଇ କୌଣସି ୱିକେଟ୍ ପାଇନଥିଲେ।

ସୂଚନାଯୋଗ୍ୟ, ଯୁବରାଜ ଭାରତ ପକ୍ଷରୁ ୩୦୪ ଦିନିକିଆ ଖେଳି ୮୭୦୧ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୫୦ ରହିଛି। ସେହିପରି ସେ ୧୧୧ ୱିକେଟ୍ ମଧ୍ୟ ନେଇଛନ୍ତି। ଏହାଛଡ଼ା ସେ ଭାରତ ପକ୍ଷରୁ ୪୦ ଟେଷ୍ଟ ଓ ୫୮ ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story