ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ୨୦୧୧ ବିଶ୍ୱକପ୍‌ ହିରୋ ‘ଯୁବରାଜ’ଙ୍କ ଅବସର

ମୁମ୍ବାଇ: ୨୦୧୧ ବିଶ୍ୱକପ୍‌ ଓ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହିରୋ ‘ଯୁବରାଜ ସିଂହ’ ଆଜି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ମୁମ୍ବାଇର ସାଉଥ ହୋଟେଲ୍‌ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଅବସର ଘୋଷଣା କରିଛନ୍ତି। ଯୁବରାଜ ୨୦୧୯ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ। ତେବେ ଖରାପ ଫର୍ମ ଓ ଫିଟ୍‌ନେସ୍ କାରଣରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ। ୩୭ ବର୍ଷୀୟ ଯୁବରାଜ ସିଂହ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ୨୦୧୭ ଜୁନ୍ ୩୦ ତାରିଖରେ […]

yuvrajsingh

yuvrajsingh

Jitendra Garnayak
  • Published: Monday, 10 June 2019
  • Updated: 10 June 2019, 02:40 PM IST

Sports

Latest News

ମୁମ୍ବାଇ: ୨୦୧୧ ବିଶ୍ୱକପ୍‌ ଓ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହିରୋ ‘ଯୁବରାଜ ସିଂହ’ ଆଜି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ମୁମ୍ବାଇର ସାଉଥ ହୋଟେଲ୍‌ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଅବସର ଘୋଷଣା କରିଛନ୍ତି।

ଯୁବରାଜ ୨୦୧୯ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ। ତେବେ ଖରାପ ଫର୍ମ ଓ ଫିଟ୍‌ନେସ୍ କାରଣରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ।

୩୭ ବର୍ଷୀୟ ଯୁବରାଜ ସିଂହ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ୨୦୧୭ ଜୁନ୍ ୩୦ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। ସେହିଭଳି ସେ ତାଙ୍କ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ୨୦୧୭ ଫେବ୍ରୁଆରୀ ୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ସେ ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ।

୧୯୮୧ ଡିସେମ୍ବର ୧୨ରେ ଜନ୍ମ ହୋଇଥିବା ଯୁବରାଜ ସିଂହ ଗତ ଦୁଇ ବର୍ଷରେ ଭାରତ ପାଇଁ କୌଣସି ଫର୍ମାଟ୍‌ରେ ମ୍ୟାଚ୍ ଖେଳି ନଥିଲେ। ଖରାପ ଫର୍ମ ଓ ଫିଟ୍‌ନେସ୍ ଯୋଗୁ ତାଙ୍କୁ ଦଳରେ ନିଆ ଯାଉ ନଥିଲା।
୨୦୦୩ରୁ ୨୦୧୭ ମଧ୍ୟରେ ଯୁବରାଜ ଭାରତ ପାଇଁ ୪୦ଟି ଟେଷ୍ଟ୍‌, ୩୦୪ଟି ଦିନିକିଆ ଓ ୫୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ୨୦୦୭ରେ ଖେଳା ଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ବିଜୟୀ ହୋଇଥିଲା। ଆଉ ଏଥିରେ ତାଙ୍କର ବଡ଼ ଭୂମିକା ଥିଲା। ଏଥିରେ ସେ ଏକ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ଷ୍ଟୁଆର୍ଟ ବ୍ରୋଡ୍‌ଙ୍କ ଏକ ଓଭରରେ ୬ଟି ବଲ୍‌ରେ ୬ଟି ଛକ୍କା ମାରିଥିଲେ।

୪୦ଟି ଟେଷ୍ଟ୍ ଖେଳି ୧୯୦୦ ରନ୍ କରିଥିବା ବେଳେ ୩୦୪ଟି ଦିନିକିଆରୁ ୮୭୦୧ ରନ୍ କରିଛନ୍ତି। ସେହିଭଳି ୫୮ଟି ଟି-ଟ୍ୱେଣ୍ଟି ଖେଳି ସେ ୧,୧୭୭ ରନ୍ କରିଛନ୍ତି।

ଯୁବରାଜ ସିଂହ ୨୦୧୧ ବିଶ୍ୱକପ୍‌ରେ ସେ ୪ ଥର ମ୍ୟାନ୍‌ ଅଫ୍ ଦ ମ୍ୟଚ୍ ହେବା ସହିତ ପ୍ଲେୟର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ୍ ହୋଇଥିଲେ। ସେ ୩୬୨ ରନ୍ କରିବା ସହିତ ୧୫ଟି ୱିକେଟ୍ ନେଇଥିଲେ। ଭାରତର ଦ୍ୱିତୀୟ ବିଶ୍ୱକପ୍ ବିଷୟରେ ଯେବେ ଆଲୋଚନା ହେବ, ଯୁବରାଜଙ୍କ କଥା ନିଶ୍ଚୟ ଉଠିବ।

ବିଶ୍ୱକପ୍‌ ପରେ ଯୁବରାଜ କ୍ୟାନ୍‌ସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେ ଚିକିତ୍ସା ପାଇଁ ବିଦେଶ ଚାଲି ଯାଇଥିଲେ।

୨୦୧୪ରେ ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ଆଇପିଏଲ୍‌ ପାଇଁ ୧୪ କୋଟି ଟଙ୍କା ଦେଇ କିଣିଥିଲା। ତା’ପର ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା। ୨୦୧୬ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ତାଙ୍କୁ ୭ କୋଟିରେ କିଣିଥିଲା।

୨୦୧୨ରେ ଭାରତ ସରକାର ତାଙ୍କୁ ଅର୍ଜୁନ୍ ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୧୪ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story