ଜିମ୍ବାୱେ ଗସ୍ତରେ ଯିବ ଟିମ୍ ଇଣ୍ଡିଆ, ସୋମବାର ହେବ ଟିମ୍ ଚୟନ

କଲୋମ୍ବୋ: ଟିମ୍ ଇଣ୍ଡିଆ ଆସନ୍ତା ମାସରେ ଜିମ୍ବାୱେ ଗସ୍ତରେ ଯିବ। ଶନିବାର ଏନେଇ ସ୍ପଷ୍ଟ ସଂକେତ ଦେଇଛି ବିସିସିଆଇ। ବୋର୍ଡ କହିଛି ଯେ ଜିମ୍ବାୱେ ଗସ୍ତ ନେଇ ଆସନ୍ତା ସୋମବାର ଟିମ୍ ଚୟନ କରାଯିବ। ବିସିସିଆଇ ପକ୍ଷରୁ କୁହାଯାଇଛି, ଜିମ୍ବାୱେ ଗସ୍ତ ନେଇ ଟିମ୍ ଗଠନ କରିବାକୁ ସୋମବାର ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟଲେରେ ଚୟନକର୍ତ୍ତାଙ୍କ ବୈଠକ ବସିବ। ବୈଠକ ପରେ ବୋର୍ଡ ସଂପାଦକ ଅନୁରାଗ ଠାକୁର ଓ ଚୟନ କମିଟି ଅଧ୍ୟକ୍ଷ ସନ୍ଦୀପ ପାଟିଲ ଏକ […]

dhoni

dhoni

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 02:49 PM IST

Sports

Latest News

କଲୋମ୍ବୋ: ଟିମ୍ ଇଣ୍ଡିଆ ଆସନ୍ତା ମାସରେ ଜିମ୍ବାୱେ ଗସ୍ତରେ ଯିବ। ଶନିବାର ଏନେଇ ସ୍ପଷ୍ଟ ସଂକେତ ଦେଇଛି ବିସିସିଆଇ। ବୋର୍ଡ କହିଛି ଯେ ଜିମ୍ବାୱେ ଗସ୍ତ ନେଇ ଆସନ୍ତା ସୋମବାର ଟିମ୍ ଚୟନ କରାଯିବ।

ବିସିସିଆଇ ପକ୍ଷରୁ କୁହାଯାଇଛି, ଜିମ୍ବାୱେ ଗସ୍ତ ନେଇ ଟିମ୍ ଗଠନ କରିବାକୁ ସୋମବାର ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟଲେରେ ଚୟନକର୍ତ୍ତାଙ୍କ ବୈଠକ ବସିବ। ବୈଠକ ପରେ ବୋର୍ଡ ସଂପାଦକ ଅନୁରାଗ ଠାକୁର ଓ ଚୟନ କମିଟି ଅଧ୍ୟକ୍ଷ ସନ୍ଦୀପ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ।

ଏହି ଗସ୍ତ ବେଳେ ଭାରତ ଓ ଜିମ୍ବାୱେ ମଧ୍ୟରେ ତିନିଟି ଦିନିକିଆ ଓ ଦୁଇଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ।

ଏହା ସହିତ ଭାରତର ଜିମ୍ବାୱେ ଗସ୍ତ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି। ବିସିସିଆଇ ଓ ଟେନ୍ ସ୍ପୋର୍ଟସ ମଧ୍ୟରେ ବିବାଦ ଯୋଗୁ ଏହି ଗସ୍ତକୁ ବାତିଲ କରାଯାଇଥିବା ନେଇ ପୂର୍ବରୁ ଖବର ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story