କଲୋମ୍ବୋ: ଟିମ୍ ଇଣ୍ଡିଆ ଆସନ୍ତା ମାସରେ ଜିମ୍ବାୱେ ଗସ୍ତରେ ଯିବ। ଶନିବାର ଏନେଇ ସ୍ପଷ୍ଟ ସଂକେତ ଦେଇଛି ବିସିସିଆଇ। ବୋର୍ଡ କହିଛି ଯେ ଜିମ୍ବାୱେ ଗସ୍ତ ନେଇ ଆସନ୍ତା ସୋମବାର ଟିମ୍ ଚୟନ କରାଯିବ।
ବିସିସିଆଇ ପକ୍ଷରୁ କୁହାଯାଇଛି, ଜିମ୍ବାୱେ ଗସ୍ତ ନେଇ ଟିମ୍ ଗଠନ କରିବାକୁ ସୋମବାର ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟଲେରେ ଚୟନକର୍ତ୍ତାଙ୍କ ବୈଠକ ବସିବ। ବୈଠକ ପରେ ବୋର୍ଡ ସଂପାଦକ ଅନୁରାଗ ଠାକୁର ଓ ଚୟନ କମିଟି ଅଧ୍ୟକ୍ଷ ସନ୍ଦୀପ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ।
ଏହି ଗସ୍ତ ବେଳେ ଭାରତ ଓ ଜିମ୍ବାୱେ ମଧ୍ୟରେ ତିନିଟି ଦିନିକିଆ ଓ ଦୁଇଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ।
ଏହା ସହିତ ଭାରତର ଜିମ୍ବାୱେ ଗସ୍ତ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି। ବିସିସିଆଇ ଓ ଟେନ୍ ସ୍ପୋର୍ଟସ ମଧ୍ୟରେ ବିବାଦ ଯୋଗୁ ଏହି ଗସ୍ତକୁ ବାତିଲ କରାଯାଇଥିବା ନେଇ ପୂର୍ବରୁ ଖବର ଆସିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।