୧ ଡିସେମ୍ବର, ଶୁକ୍ରବାର: ଜାଣନ୍ତୁ ଚାକିରିଆ ଲୋକଙ୍କର କେମିତି କଟିବ ଆଜିର ଦିନ

ମେଷ:  ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଚାକିରିରେ ପଦୋନ୍ନତି ଘଟିବ। ଧନପ୍ରାପ୍ତିର ଯୋଗ ରହିଛି। ବୃଷ: ଆଜିର ଦିନଟି ଆପଣଙ୍କର ମାନ୍ଦାରେ ମାନ୍ଦାରେ କଟିବ। ଜୀବନସାଥିଙ୍କ ସହ ବଚସା ହୋଇପାରେ। ଘରୁ ବାହାରକୁ ଯିବା ବେଳେ ଦହି ଖାଇ ଯାଆନ୍ତ। ମିଥୁନ:  ଆଜିର ଦିନଟି ଅପାଣଙ୍କର ଭଲରେ କଟିବ। ମାନସମ୍ମାନ ବଢିବ ଓ ଉପହାର ମିଳିବାର ଯୋଗ ରହିଛି। ପିଲାମାନଙ୍କଠାରୁ ଖୁସି ଖବର ପାଇବେ। ବିବାହ ଯୋଗ୍ୟ ପୁଅଝିଅଙ୍କ ସମସ୍ୟା ଦୂର ହେବ। କର୍କଟ: […]

zodaic

zodaic

Rakesh Mallick
  • Published: Friday, 01 December 2017
  • Updated: 01 December 2017, 06:36 AM IST

Sports

Latest News

ମେଷ:  ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଚାକିରିରେ ପଦୋନ୍ନତି ଘଟିବ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ଆଜିର ଦିନଟି ଆପଣଙ୍କର ମାନ୍ଦାରେ ମାନ୍ଦାରେ କଟିବ। ଜୀବନସାଥିଙ୍କ ସହ ବଚସା ହୋଇପାରେ। ଘରୁ ବାହାରକୁ ଯିବା ବେଳେ ଦହି ଖାଇ ଯାଆନ୍ତ।

ମିଥୁନ:  ଆଜିର ଦିନଟି ଅପାଣଙ୍କର ଭଲରେ କଟିବ। ମାନସମ୍ମାନ ବଢିବ ଓ ଉପହାର ମିଳିବାର ଯୋଗ ରହିଛି। ପିଲାମାନଙ୍କଠାରୁ ଖୁସି ଖବର ପାଇବେ। ବିବାହ ଯୋଗ୍ୟ ପୁଅଝିଅଙ୍କ ସମସ୍ୟା ଦୂର ହେବ।

କର୍କଟ: ଚାକିରିରେ ପଦୋନ୍ନତି ମିଳିବ। ଆର୍ଥିକ ସ୍ଥିତିରେ ଲଭବାନ ହେବେ। କୌଣସି ବଡ଼ କାମ କରିପାରନ୍ତି।

ସିଂହ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଅଯଥା ଖର୍ଚ୍ଚାନ୍ତ ହେବେ। ପରିବାର ଲୋକଙ୍କ ସହଯୋଗରେ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ।

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂଆ କାମ ହାତକୁ ନିଅନ୍ତୁ ନାହିଁ। ଧଳା ମିଠା ଦାନ ଦିଅନ୍ତୁ, ସମସ୍ୟା ଦୂର ହେବ।

ତୁଳା: ଲାଗି ରହଇଥିବା ପାରିବାରିକ ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ବୃଦ୍ଧି ପାଇବାର ଯୋଗ ରହିଛି।

ବିଚ୍ଛା: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ନିଜ ଅଭ୍ୟାସରେ ସୁଧାର ଆଣନ୍ତୁ।

ଧନୁ: ଧନପ୍ରାପ୍ତିର ଯୋଗ ରହିଛି। ଘରେ କୌଣସି ମଙ୍ଗଳ କାର୍ଯ୍ୟ ହେବ। କୌଣସି ନିଷ୍ପତ୍ତି ନେବା ବେଳେ ଭାବିଚିନ୍ତି ନିଅନ୍ତୁ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଆର୍ଥିକ କ୍ଷତିରେ ପଡିବେ। ପିଲାମାନଙ୍କୁ ନେଇ ସମସ୍ୟାରେ ପଡିପାରନ୍ତି। ଚାକିରିରେ ବିବାଦ ଦେଖାଦେବାର ସମ୍ଭାବନା ରହିଛି।

କୁମ୍ଭ: ବ୍ୟବସାୟରେ ଲାଭ ମିଳିବ। ଲାଗି ରହିଥିବା ଜମିଜମା ବିବାଦର ସମାଧାନ ହୋଇଯିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି।

ମୀନ: ଚାକିରି କରିଥିବା ବ୍ୟକ୍ତିଙ୍କ ଜୀବନରେ ନୂଆ ସୁଯୋଗ ଆସିବ। ଶୁଭ ସମ୍ବାଦ ପାଇପାରନ୍ତି। ଖିଆପିଆର ଯତ୍ନ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story