ଲାଲ୍‌ଗଡ଼ରେ ଲାଲ୍‌ ଛିଟା; ପୋଲିସ୍ ଗୁଳିରେ ୧୦ ମାଓବାଦୀ ମୃତ!

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପୋଲିସ୍ ଗୁଳିରେ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଛତିଶଗଡ଼ର ବିଜାପୁର ଜିଲ୍ଲା ପୂରାରୀକାଙ୍କେର ଜଙ୍ଗଲରେ ଘଟିଛି ଏହି ଘଟଣା। ତେଲେଙ୍ଗାନା ଓ ଛତିଶଗଡ଼ ପୋଲିସ୍‌ର ମିଳିତ କମ୍ବିଂରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ହେଲିକପ୍ଟର ଯୋଗେ ମୃତଦେହଗୁଡ଼ିକୁ ଭଦ୍ରାଚଳମ ନେବାକୁ ବ୍ୟବସ୍ଥା କରାଯାଇଛି। ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।

maobadi

Rakesh Mallick
  • Published: Friday, 02 March 2018
  • , Updated: 02 March 2018, 09:39 AM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପୋଲିସ୍ ଗୁଳିରେ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଛତିଶଗଡ଼ର ବିଜାପୁର ଜିଲ୍ଲା ପୂରାରୀକାଙ୍କେର ଜଙ୍ଗଲରେ ଘଟିଛି ଏହି ଘଟଣା। ତେଲେଙ୍ଗାନା ଓ ଛତିଶଗଡ଼ ପୋଲିସ୍‌ର ମିଳିତ କମ୍ବିଂରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ହେଲିକପ୍ଟର ଯୋଗେ ମୃତଦେହଗୁଡ଼ିକୁ ଭଦ୍ରାଚଳମ ନେବାକୁ ବ୍ୟବସ୍ଥା କରାଯାଇଛି।

ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।

Related story