୧୫ ନଭେମ୍ବର, ବୁଧବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କର ଆତ୍ମବିଶ୍ୱାସ ବଢ଼ିବ

ମେଷ: ଆଜି ଦିନଟି ଆନନ୍ଦରେ ଅତିବାହିତ ହେବ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ ସହକର୍ମୀ ତଥା ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ବୃଷ: ମନ ଭଲ ରହିବ ନାହିଁ। ହତାଶ ଅନୁଭବ କରିବେ। ପରିବାରରେ କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। କାହାକୁ ବାଧିଲା ପରି କଥା କୁହନ୍ତୁ ନାହିଁ। ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ପ୍ରତ୍ୟେକ କାର୍ଯ୍ୟରେ ସଠିକ୍ ନିଷ୍ପତ୍ତି ନେବେ। କାହା ଉପରେ କ୍ରୋଧ କରିପାରନ୍ତି। ମନକୁ ଶାନ୍ତ ରଖିବାକୁ ଚେଷ୍ଟା […]

zodaic

zodaic

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 07:47 AM IST

Sports

Latest News

ମେଷ: ଆଜି ଦିନଟି ଆନନ୍ଦରେ ଅତିବାହିତ ହେବ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ ସହକର୍ମୀ ତଥା ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: ମନ ଭଲ ରହିବ ନାହିଁ। ହତାଶ ଅନୁଭବ କରିବେ। ପରିବାରରେ କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। କାହାକୁ ବାଧିଲା ପରି କଥା କୁହନ୍ତୁ ନାହିଁ।

ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ପ୍ରତ୍ୟେକ କାର୍ଯ୍ୟରେ ସଠିକ୍ ନିଷ୍ପତ୍ତି ନେବେ। କାହା ଉପରେ କ୍ରୋଧ କରିପାରନ୍ତି। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ସରକାରୀ କାର୍ଯ୍ୟରେ ଲାଭ ପାଇବେ।

କର୍କଟ: ସବୁ କାର୍ଯ୍ୟ ଭଲରେ ଭଲରେ ସମ୍ପନ୍ନ ହେବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ଘଟିବ। ଉଚ୍ଚ ପଦାଧିକାରୀ ଅବା ପରିବାରର କୌଣସି ସଦସ୍ୟଙ୍କ ଦ୍ୱାରା ଲାଭାନ୍ୱିତ ହେବେ।

ସିଂହ: ଆଜି ଯେକୌଣସି କାର୍ଯ୍ୟ କଲା ବେଳେ ସାମାନ୍ୟ ବାଧା ଉପୁଜି ପାରେ। ତେବେ ସବୁ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହେବ। ଦରକାର ହେଉଥିବା ଅର୍ଥ ସହଜରେ ପାଇପାରିବେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ଆୟ ବଢ଼ିବ।

କନ୍ୟା: ଆଜି ଦିନଟି ବହୁତ ଭଲରେ କଟିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ। କୌଣସି ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ।

ତୁଳା: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଅସୁସ୍ଥ ହୋଇପାରନ୍ତି। ବାଦ-ବିବାଦଠାରୁ ଦୂରରେ ରୁହନ୍ତୁ।

ବିଛା: ନକାରାତ୍ମକ ଚିନ୍ତା ମନକୁ କବଳିତ କରି ରଖିବ। ଅଳସୁଆ ଅନୁଭବ କରିବେ। ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜି ପାରେ। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।

ଧନୁ:  ପରିବାରରେ ଆନନ୍ଦ ଓ ଉତ୍ସାହର ବାତାବରଣ ରହିବ। ଆୟ ବଢ଼ିବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିବେ।

ମକର: ନିଜ ଦିଜ୍ ଯୋଗୁଁ କାହା ସହିତ ଯୁକ୍ତିତର୍କ ହୋଇପାରେ। ତେଣୁ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ।

କୁମ୍ଭ: ସଂପତ୍ତିକୁ ନେଇ ଘରେ କଳିଝଗଡ଼ା ହୋପାରେ। କୌଣସି କ୍ଷେତ୍ରରେ ଦେଖିଚାହିଁ ନିବେଶ କରନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟ କରୁଥିବା ଲୋକେ ନୂଆ ଚୁକ୍ତି କରିପାରନ୍ତି।

ମୀନ:  କୌଣସି ସ୍ଥାନକୁ ଯାଇପାରନ୍ତି। ଅନ୍ୟମାନଙ୍କ ପ୍ରତି ବ୍ୟବହାର ଠିକ୍ ରଖନ୍ତୁ। ବନ୍ଧୁଙ୍କ ସହିତ ଦିନଟି କାଟି ପାରନ୍ତି। ଫୂର୍ତ୍ତି ଅନୁଭବ କରିବେ। ବ୍ୟବସାୟ ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story