ଜେଲରଙ୍କ ଚାମ୍ୱରରୁ ବାହାରିଲା ପୁଳା ପୁଳା ଟଙ୍କା; ପରିମାଣ ଜାଣି ହତବାକ ହୋଇଯିବେ

ସମ୍ୱଲପୁର: ବିଭିନ୍ନ ଅଭିଯୋଗ ଆଧାରରେ ଆଜି ରାଜ୍ୟର ବିଭିନ୍ନ ଜେଲ୍‌ ଉପରେ ଚଢାଉ ହୋଇଛି। ସେହିପରି ସମ୍ୱଲପୁର ମଣ୍ଡଳ କାରାଗାରରେ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଉଥିଲା।

ଚଢ଼ାଉ ସମୟରେ ଜେଲର୍‌ ସୁଶାନ୍ତ ରାଉତଙ୍କ ଚାମ୍ୱରରୁ ୧୬ ଲକ୍ଷ ୭୨ ହଜାର ଟଙ୍କା ଜବତ ହୋଇଛି। ଏହାସହିତ ୯ଟି ମୋବାଇଲ୍‌ ଫୋନ୍ ଜବତ ହୋଇଥିବା ସମ୍ୱଲପୁର ଏସ୍‌ପି ସୂଚନା ଦେଇଛନ୍ତି।