୧୭ ଡିସେମ୍ୱର,ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଶୁଭ ଫଳ ପାଇବେ

ମେଷ: ଅସୁସ୍ଥ ଅନୁଭବ କରିବେ। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ ହେବେ। ମିଥୁନ: ସୁସ୍ଥ ରହିବେ। ପରିବାରରେ ଖୁସିର ବାତାବରଣ ରହିବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। କର୍କଟ: ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। ସୁସ୍ଥ ରହିବେ। ଉପହାର ମିଳିବ। ବ୍ୟବସାୟରେ ଲଭବାନ ହେବ। ସିଂହ: ଶୁଭ ଫଳ ମିଳିବ। ପରିବାର […]

zodaic

zodaic

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 08:20 AM IST

Sports

Latest News

ମେଷ: ଅସୁସ୍ଥ ଅନୁଭବ କରିବେ। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ ହେବେ।

ମିଥୁନ: ସୁସ୍ଥ ରହିବେ। ପରିବାରରେ ଖୁସିର ବାତାବରଣ ରହିବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ।

କର୍କଟ: ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। ସୁସ୍ଥ ରହିବେ। ଉପହାର ମିଳିବ। ବ୍ୟବସାୟରେ ଲଭବାନ ହେବ।

ସିଂହ: ଶୁଭ ଫଳ ମିଳିବ। ପରିବାର ଲୋକଙ୍କ ସହ ଖୁସିରେ ସମୟ ବିତାଇବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ସୁସ୍ଥ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ପିଲାଙ୍କ ଯତ୍ନ ନିଅନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ। ପରିବାରରେ ଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଚ୍ଛା: ଦିନଟି ଖୁସିରେ କଟିବ। ବିବାଦ ଠାରୁ ଦୂରେଇ ରୁହନ୍ତୁ। ହଠାତ୍ ଅଧିକ ଖର୍ଚ୍ଚ ହୋଇପାରେ। ପେଟରେ ଯନ୍ତ୍ରଣା ଅନୁଭବ କରି ପାରନ୍ତି।

ଧନୁ: ପରିବାର ଲୋକଙ୍କ ସହ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଅସୁସ୍ଥ ରହିବେ। ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ।

ମକର: କୌଣସି ବସ୍ତୁ କିଣିବା ପାଇଁ ଦିନଟି ଶୁଭ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟସ୍ତ ରହିବେ।

କୁମ୍ଭ: କ୍ୟାରିଅର୍‌ରେ ନିଜ ଇଚ୍ଛା ଅନୁଯାୟୀ ସଫଳତା ପାଇବେ। ମାନ-ସମ୍ମାନ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି।

ମୀନ: ପିଲାଙ୍କୁ ନେଇ ଚିନ୍ତିତ ରହିବେ। ବାପାଙ୍କ ଠାରୁ ଆଶୀର୍ବାଦ ମିଳିବ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଅଟକି ରହିଥିବା କାମ ଶେଷ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story