ମେଷ: ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଅସୁସ୍ଥ ଅନୁଭବ କରିବେ। ପିଲାଙ୍କ ଠାରୁ ଖୁସି ଖବର ମିଳିବ। ଅଟକି ରହିଥିବା କାର୍ଯ୍ୟ ଶେଷ ହେବ।
ବୃଷ: ହଠାତ୍ ଖର୍ଚ୍ଚ ବଢ଼ିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନହାନିର ଆଶଙ୍କା ରହିଛି। ଗୁଡ଼ ଖାଇ ଘରୁ ବାହାରନ୍ତୁ।
ମିଥୁନ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ: କ୍ୟାରିଅରରେ ସଫଳତା ମିଳିବ। ଆୟ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ: ଚାକିରିରେ ପରିବର୍ତ୍ତନ ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଖର୍ଚ୍ଚ ବଢ଼ିପାରେ।
କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଚିନ୍ତା କରନ୍ତୁ ନାହିଁ। ହନୁମାନ ଚାଳିଶା ପାଠ କରନ୍ତୁ।
ତୁଳା: ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ପିଲାଙ୍କୁ ନେଇ ବ୍ୟସ୍ତ ଭିତରେ ରହିବେ। ସ୍ୱାସ୍ଥ୍ୟର ଯତ୍ନି ନିଅନ୍ତୁ।
ବିଚ୍ଛା: ପୁରୁଣା ଇଚ୍ଛା ପୂରଣ ହେବ। ଧନ ପ୍ରାପ୍ତିର ଯୋଗ ରହିଛି। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ଧନୁ: ଗୁରୁତ୍ୱପୂର୍ଣ୍ଣ କାମ ଶେଷ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।
ମକର: ନୂତନ କାମ କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁଡ଼ ଦାନ କରନ୍ତୁ।
କୁମ୍ଭ: ବ୍ୟବସାୟରେ ସଫଳତା ମଳିବ। ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି। ଉପହାର ଓ ସମ୍ମାନ ମିଳିବ।
ମୀନ: କ୍ୟାରିୟର୍ରେ ସଫଳତା ମଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଯାତ୍ରାର ଯୋଗ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।