୨୨ ନଭେମ୍ବର, ବୁଧବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଅଧିକ ଚିନ୍ତିତ ରହିପାରନ୍ତି

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅତ୍ୟଧିକ କାର୍ଯ୍ୟ ହେତୁ ଥକି ଯିବେ। ମନ ଅଶାନ୍ତ ରହିବ। ଟିକେ ଟିକେ କଥାରେ ରାଗି ଯାଇପାରନ୍ତି। ଏଣୁ କାର୍ଯ୍ୟ ବିଗିଡ଼ିବାର ସମ୍ଭାବନା ରହିଛି। ମନକୁ ଶାନ୍ତ ରଖିବା ପାଇଁ ଧାର୍ମିକ ସ୍ଥଳକୁ ଯାଆନ୍ତୁ। ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ବନ୍ଧୁବାନ୍ଧବଙ୍କ ସହ ଭେଟ ହେବ। କୌଣସି ବନ୍ଧୁଙ୍କଠାରୁ ଦାମୀ ଉପହାର ମିଳିପାରେ। ଆଜି ସବୁ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ। ଆର୍ଥିକ ଲାଭ […]

zodaic

zodaic

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 07:36 AM IST

Sports

Latest News

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅତ୍ୟଧିକ କାର୍ଯ୍ୟ ହେତୁ ଥକି ଯିବେ। ମନ ଅଶାନ୍ତ ରହିବ। ଟିକେ ଟିକେ କଥାରେ ରାଗି ଯାଇପାରନ୍ତି। ଏଣୁ କାର୍ଯ୍ୟ ବିଗିଡ଼ିବାର ସମ୍ଭାବନା ରହିଛି। ମନକୁ ଶାନ୍ତ ରଖିବା ପାଇଁ ଧାର୍ମିକ ସ୍ଥଳକୁ ଯାଆନ୍ତୁ।

ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ବନ୍ଧୁବାନ୍ଧବଙ୍କ ସହ ଭେଟ ହେବ। କୌଣସି ବନ୍ଧୁଙ୍କଠାରୁ ଦାମୀ ଉପହାର ମିଳିପାରେ। ଆଜି ସବୁ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ। ଆର୍ଥିକ ଲାଭ ଯୋଗ ରହିଛି।

ମିଥୁନ: ଭାଇ ଅବା ଭଉଣୀଙ୍କଠାରୁ ଆଜି ଉପକୃତ ହେବେ। ସବୁ କାର୍ଯ୍ୟରେ ସଫଳତା ମିଳିବ। ମାନସମ୍ମାନ ମିଳିବ। ଆୟ ବଢ଼ିବ।

କର୍କଟ: ଦିନଟି ଭଲରେ କଟିବ। ଘରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଯେଉଁ କାର୍ଯ୍ୟ କରିବେ ସେଥିରେ ଯଶ ପ୍ରାପ୍ତି ହେବ। ଅଫିସ୍‌ରେ ସହଯୋଗୀମାନେ ସହାୟତା କରିବେ।

ସିଂହ: ଆନନ୍ଦରେ ଦିନଟି କଟିବ। ବିଦେଶରୁ ଶୁଭ ସମାଚାର ପାଇପାରନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଉତ୍ତମ ରହିଛି। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ସୁଯୋଗ ମିଳିଲେ ନିଶ୍ଚିତ କାହାର ଉପକାର କରନ୍ତୁ।

କନ୍ୟା: ମନ ଅଶାନ୍ତ ରହିବ। ଶରୀର ଅସୁସ୍ଥ ରହିବ। ଫୂର୍ତ୍ତି ଅନୁଭବ କରିବେ ନାହିଁ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

ତୁଳା: ଦିନଟି ଶୁଭଫଳ ପ୍ରଦାନ କରିବ। ଘରେ ଓ ଅଫିସ୍‌ରେ ସମସ୍ତଙ୍କ ସହିତ ସଂପର୍କ ଭଲ ରହିବ। ଧନଲାଭ ଯୋଗ ରହିଛି। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି।

ବିଛା: ଅନାବଶ୍ୟକ ଜିନିଷରେ ଅଧିକ ବ୍ୟୟ ହେବ। ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ମନ ଭଲ ରହିବ ନାହିଁ। ନକାରାତ୍ମକ ଚିନ୍ତା ମନକୁ କବଳିତ କରିବ। ବେଆଇନ କାର୍ଯ୍ୟ କରନ୍ତୁ ନାହିଁ।

ଧନୁ: ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଉଭୟ ଚାକିରି ଓ ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ। ଧନଲାଭ ହେବାର ସମ୍ଭାବନା ରହିଛି। କୌଣସି ମହିଳା ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ଆର୍ଥିକ ଯୋଜନାଗୁଡ଼ିକରୁ ସଫଳତା ପାଇବେ।

ମକର: ପରିବାରରେ ଆନନ୍ଦର ବାତାବରଣ ରହିବ। ମଧୁର କଥା କହି ନିର୍ଦ୍ଧାରିତ କାର୍ଯ୍ୟ ଆଦାୟ କରିବେ। ବୌଦ୍ଧିକ ଚର୍ଚ୍ଚାରେ ସମୟ ବିତିବ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ।

କୁମ୍ଭ: ଅଧିକ ଚିନ୍ତିତ ରହିବେ। ତେଣୁ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିବ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଦିନଟି ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ ସହ ସଂପର୍କ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ମଧ୍ୟ ଭଲ ଲାଭ କରିବେ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story