ଇଂରାଜୀ କହିବାକୁ ଡରୁଛନ୍ତି କି? ଏହି ଆପ୍‌  ଆପଣଙ୍କୁ ସାହାଯ୍ୟ କରିବ

ଭଲ ଇଂରାଜୀ ଜାଣିନାହାଁନ୍ତି ବୋଲି ଲୋକଙ୍କ ସହ ମିଶିବାକୁ ଡରୁଛନ୍ତି କି? କୌଣସି ଜନ ସମାରୋହକୁ ଯିବାକୁ ପଛଉଛନ୍ତି କି? ଯଦି ହଁ ତେବେ ଆଉ ଡରିବାର ନାହିଁ। ଏପରି ୩ଟି ଆପ୍ ଅଛି ଯାହା ଇଂରାଜୀ ବ୍ୟାକରଣ ଓ ଶବ୍ଦାର୍ଥଠୁ ଆରମ୍ଭ କରି ଇଂରାଜୀ କହିବା ପର୍ଯ୍ୟନ୍ତ ସବୁଥିରେ ଆପଣଙ୍କୁ ସାହାଯ୍ୟ କରିବ। ତା’ହେଲେ ଆଉ ସମୟ ନଷ୍ଟ ନ କରି ଆସନ୍ତୁ ଜାଣିବା ଏହି ଆପ୍‌ ଗୁଡ଼ିକ ବିଷୟରେ। ଭୋକାବୁଲାରୀ ବିଲ୍ଡର: ଏହି ଆପ୍‌କୁ […]

30_05_2018-english_18020224

30_05_2018-english_18020224

Ordigital Desk
  • Published: Monday, 04 June 2018
  • Updated: 04 June 2018, 02:39 PM IST

Sports

Latest News

ଭଲ ଇଂରାଜୀ ଜାଣିନାହାଁନ୍ତି ବୋଲି ଲୋକଙ୍କ ସହ ମିଶିବାକୁ ଡରୁଛନ୍ତି କି? କୌଣସି ଜନ ସମାରୋହକୁ ଯିବାକୁ ପଛଉଛନ୍ତି କି? ଯଦି ହଁ ତେବେ ଆଉ ଡରିବାର ନାହିଁ। ଏପରି ୩ଟି ଆପ୍ ଅଛି ଯାହା ଇଂରାଜୀ ବ୍ୟାକରଣ ଓ ଶବ୍ଦାର୍ଥଠୁ ଆରମ୍ଭ କରି ଇଂରାଜୀ କହିବା ପର୍ଯ୍ୟନ୍ତ ସବୁଥିରେ ଆପଣଙ୍କୁ ସାହାଯ୍ୟ କରିବ। ତା’ହେଲେ ଆଉ ସମୟ ନଷ୍ଟ ନ କରି ଆସନ୍ତୁ ଜାଣିବା ଏହି ଆପ୍‌ ଗୁଡ଼ିକ ବିଷୟରେ।

ଭୋକାବୁଲାରୀ ବିଲ୍ଡର: ଏହି ଆପ୍‌କୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିସାରିଲେଣି। ଏହି ଆପ୍‌ଟି ଆପଣଙ୍କୁ ଗୁଗଲ୍ ପ୍ଲେଷ୍ଟେରରେ ମିଳିଯିବ। ଏହି ଆପର ସାଇଜ୍ ୮.୬ ଏମ୍‌ବି ରହିଛି। ଏହି ଆପ୍‌କୁ ୭୦ ହଜାରରୁ ଅଧିକ ୟୁଜର ରେଟିଂ ଦେଇଛନ୍ତି।

 ଫିଚର:- ଯଦି ଆପଣ ନିଜର ଇଂରାଜୀକୁ ମଜଭୁତ କରିବାକୁ ଚାହୁଁଛନ୍ତି ତେବେ ଏହି ଆପ୍‌ଟି ଆପଣଙ୍କୁ ସାହାଯ୍ୟ କରିବ। ଏଥିରେ ଗେମ୍‌ ପରି ଅନେକ ଟାସ୍କ ଓ ଲେବଲ୍ ରହିଛି। ଏଗୁଡ଼ିକୁ କ୍ଲିୟର କରି କରି ଚାଲିଲେ ଆପଣ ଅନେକ ଶବ୍ଦର ଅର୍ଥ ଜାଣିପାରିବେ। ଏହି ଆପ୍‌ରେ ଅନେକ ପ୍ରୋଗ୍ରାମ ମିଳିବ, ଯାହାଦ୍ୱାରା ଆପଣ ବ୍ୟାକରଣକୁ ମଜଭୁତ କରିପାରିବେ।

ଇମ୍ପ୍ରୁଭ୍ ଇଂଲିଶ: ଏହି ଆପ୍‌କୁ ୧୦ ଲକ୍ଷ ୟୁଜର ଡାଉନଲୋଡ କରିଛନ୍ତି। ପ୍ଲେଷ୍ଟୋରରେ ଏହାକୁ ୪.୮ ଷ୍ଟାର ରେଟିଂ ମିଳିଛି। ପ୍ରାୟ ୨୭ ହଜାରରୁ ଅଧିକ ଲୋକ ଏହାକୁ ରେଟିଂ ଦେଇଛନ୍ତି। ଆପ୍‌ର ସାଇଜ ୭.୯ ଏମ୍‌ବି ରହିଛି।

ଫିଚର:- ଏହି ଆପ୍‌ରୁ ଆପଣ ଅନେକ ଶବ୍ଦର ଅର୍ଥ ତ ବୁଝିଯିବେ। ଏହା ସହ କେଉଁ ଶବ୍ଦକୁ କେମିତି କହିବେ ଆପଣ ତାହା ମଧ୍ୟ ଶିଖିପାରିବେ। ଏଥିରେ ବେସିକ୍‌ଠୁ ଆରମ୍ଭ କରି ଆଡଭାନ୍ସ ଲେବଲ୍ ପର୍ଯ୍ୟନ୍ତ ରହିଛି।

ଜନି ଗ୍ରାମାର ୱାର୍ଲଡ: ଏହି ଆପ୍‌କୁ ମଧ୍ୟ ୧୦ ଲକ୍ଷ ୟୁଜର ଡାଉନଲୋଡ୍ କରଛନ୍ତି। ପ୍ଲେଷ୍ଟୋରରେ ଏହି ଆପ୍‌କୁ ୪.୪ ଷ୍ଟାର ରେଟିଂ ମିଳିଛି। ପ୍ରାୟ ୨୩ ହଜାରରୁ ଅଧିକ ଲୋକ ଏହି ଆପ୍‌କୁ ରେଟିଂ ଦେଇଛନ୍ତି। ଆପ୍‌ଟିର ସାଇଜ ହେଉଛି ୧୫ ଏମ୍‌ବି।

ଫିଚର:- ଏହି ଆପ୍‌ ଆପଣଙ୍କୁ ଗେମ୍‌ ମାଧ୍ୟମରେ କହିବ ଯେ ଆପଣ କେଉଁଠି ଭୁଲ ଗ୍ରାମାର୍ ବ୍ୟବହାର କରୁଛନ୍ତି। ଏଥିରେ ଆପଣଙ୍କୁ ୬୦ ସେକେଣ୍ଡ ଭିତରେ ଗ୍ରାମାର ଓ ସ୍ପେଲିଂ ବା ବନାନ ସହ ଜଡ଼ିତ ପ୍ରଶ୍ନର ଉତ୍ତର ଦେବାକୁ ହେବ। ଏଥିରେ ଆପଣ ଖେଳ ଜରିଆରେ ନିଜର ଇଂରାଜୀ ସୁଧାରି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story