୩ ଡିସେମ୍ୱର, ରବିବାର: ଜାଣନ୍ତୁ ଆଜି କେଉଁ ରାଶିର ବ୍ୟକ୍ତିଙ୍କୁ ଉପହାର ମିଳିବ

ମେଷ: ମନ ଖୁସି ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଲାଭବାନ ହେବେ। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାରୁ ମୁକ୍ତି ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ। ମାଆଙ୍କଠାରୁ ଲାଭବାନ ହେବେ। ମିଥୁନ: ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଧନ ହାନୀର ସମ୍ଭାବନା ରହିଛି।  ପାନ ପତ୍ର ଖାଇ ଘରୁ ବାହାରନ୍ତୁ। କର୍କଟ: ଅଳସୁଆ ଅନୁଭବ କରିବେ। ପିଲାଙ୍କ ସହ ମତାନ୍ତର […]

zodaic-

zodaic-

Rakesh Mallick
  • Published: Sunday, 03 December 2017
  • Updated: 03 December 2017, 07:57 AM IST

Sports

Latest News

ମେଷ: ମନ ଖୁସି ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଲାଭବାନ ହେବେ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାରୁ ମୁକ୍ତି ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ। ମାଆଙ୍କଠାରୁ ଲାଭବାନ ହେବେ।

ମିଥୁନ: ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଧନ ହାନୀର ସମ୍ଭାବନା ରହିଛି।  ପାନ ପତ୍ର ଖାଇ ଘରୁ ବାହାରନ୍ତୁ।

କର୍କଟ: ଅଳସୁଆ ଅନୁଭବ କରିବେ। ପିଲାଙ୍କ ସହ ମତାନ୍ତର ହୋଇପାରେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତି ହେବେ। କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାବେ।

ସିଂହ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧନ ଲାଭର ଯୋଗ ରହିଛି। ଖୁସିରେ ଦିନଟି କଟିବ। ମାନ-ସମ୍ମାନ ପାଇବେ।

କନ୍ୟା: ପାରିବାରିକ ସମସ୍ୟା ଦୂର ହେବ। ଅଟକି ରହିଥିବା କାର୍ଯ୍ୟ ଶେଷ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଉପହାର ମିଳିବ।

ତୁଳା: ବିବାଦରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସଙ୍କଟ ଦେଇ ଗତି କରିପାରନ୍ତି।

ବିଚ୍ଛା: କାମର ବୋଝ ଅଧିକ ହେବ। ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇ ପାରନ୍ତି। ସମାଜରେ ମାନ-ସମ୍ମାନ ବଢ଼ିବ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଖୁସିର ବାତାବରଣ ରହିବ। ବ୍ୟସାୟରେ ଲାଭବାନା ହେବେ।

ମକର: କ୍ୟାରିୟରରେ ପରିବର୍ତ୍ତନର ଯୋଗ ରହିଛି। ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତି ହୋଇପାରନ୍ତି। ବିବାଦରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ।

 ମୀନ: ଯାତ୍ରାର ଯୋଗ ରହିଛି। କାର୍ଯ୍ୟରେ ସଫଳତା ପାଇବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos