୪ ଡିସେମ୍ୱର, ସୋମବାର: ଜାଣନ୍ତୁ  ଆଜି କେଉଁ ରାଶିର ବ୍ୟକ୍ତି ନୂଆ ବାହାନ କିଣିବେ

ମେଷ: ଅସୁସ୍ଥ ଅନୁଭବ କରିବେ।  ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି। ଲେଖକ ଓ  କଳାକାରଙ୍କ ପାଇଁ ଦିନଟି ଭଲ ରହିଛି। ବୃଷ: ବନ୍ଧୁଙ୍କ ସହ ଖୁସିରେ ସମୟ ବିତାଇବେ। ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ତ ଭିତରେ ରହିବେ। ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। କାମର ବୋଝ ହାଲ୍‌କା ହେବ। ଚାକିରିରେ ସଫଳତା ପାଇବେ। ଧନ ପ୍ରାପ୍ତିର ଯୋଗ ରହିଛି। କର୍କଟ: ଗୁରୁତ୍ୱପୂର୍ଣ୍ଣ କାମରେ ବାଧା ସୃଷ୍ଟି ହୋଇପାରେ। ଅଫିସରେ ମତାନ୍ତର ହୋଇପାରେ। ମିଶ୍ରି ଖାଇ ଘରୁ […]

zodaic

zodaic

Rakesh Mallick
  • Published: Monday, 04 December 2017
  • Updated: 04 December 2017, 08:12 AM IST

Sports

Latest News

ମେଷ: ଅସୁସ୍ଥ ଅନୁଭବ କରିବେ।  ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି। ଲେଖକ ଓ  କଳାକାରଙ୍କ ପାଇଁ ଦିନଟି ଭଲ ରହିଛି।

ବୃଷ: ବନ୍ଧୁଙ୍କ ସହ ଖୁସିରେ ସମୟ ବିତାଇବେ। ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ତ ଭିତରେ ରହିବେ।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ। କାମର ବୋଝ ହାଲ୍‌କା ହେବ। ଚାକିରିରେ ସଫଳତା ପାଇବେ। ଧନ ପ୍ରାପ୍ତିର ଯୋଗ ରହିଛି।

କର୍କଟ: ଗୁରୁତ୍ୱପୂର୍ଣ୍ଣ କାମରେ ବାଧା ସୃଷ୍ଟି ହୋଇପାରେ। ଅଫିସରେ ମତାନ୍ତର ହୋଇପାରେ। ମିଶ୍ରି ଖାଇ ଘରୁ ବାହାରନ୍ତୁ।

ସିଂହ: ଚାକିରିରେ ବଡ଼ ପରିବର୍ତ୍ତନର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ପିଲାଙ୍କୁ ନେଇ ରହିଥିବା ସମସ୍ୟାର ସମାଧାନ ହେବ।

କନ୍ୟା: ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ବୈବାହିକ ମାମଲାରେ ସଫଳତା ପାଇବେ। ଦୂର ସ୍ଥାନକୁ ଯାତ୍ରାର ଯୋଗ ରହିଛି।

ତୁଳା: ନୂଆ ଯାନବାହାନ କିଣି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ଖୁସିର ପରିବେଶ ରହିବ।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଉଚ୍ଚଧିକାରୀଙ୍କ ସହଯୋଗ ମିଳିବ। କ୍ୟାରିୟରରେ ସଫଳତା ମିଳିବ।

ଧନୁ: କ୍ୟାରିୟର୍‌ରେ ପରିବର୍ତ୍ତନର ଯୋଗ ରହିଛି। ପିଲାଙ୍କୁ ନେଇ ଚିନ୍ତିତ ରହିପାରନ୍ତି। ବ୍ୟସ୍ତତା ଭିତରେ ଦିନ କଟିବ।

ମକର: ଧନ ପ୍ରାପ୍ତିରେ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ । ନୂଆ ଦାୟିତ୍ୱ ନେଇପାରନ୍ତି।

କୁମ୍ଭ:  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚାନ୍ତି ହୋଇପାରନ୍ତି।

ମୀନ: ସୁସ୍ଥ ରହିବେ। ବ୍ୟବସାୟରେ ଲାଭବାନ ହେବେ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story