୪ଟି ଜିଲ୍ଲାର ଧାନମଣ୍ଡିରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଧାନ କିଣାରେ ଅନିୟମିତତା ଅଭିଯୋଗରେ ଉତ୍ତର ଓଡ଼ିଶାର ୩ ଜିଲ୍ଲା ସହ ୪ଟି ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରୁଛି। କେନ୍ଦୁଝର ସହ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଖବର ଲେଖାଯିବା ସୁଦ୍ଧା ଚଢାଉ ଜାରି ରହିଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

vigilance

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 08:08 AM IST

ଭୁବନେଶ୍ୱର: ଧାନ କିଣାରେ ଅନିୟମିତତା ଅଭିଯୋଗରେ ଉତ୍ତର ଓଡ଼ିଶାର ୩ ଜିଲ୍ଲା ସହ ୪ଟି ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରୁଛି। କେନ୍ଦୁଝର ସହ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଖବର ଲେଖାଯିବା ସୁଦ୍ଧା ଚଢାଉ ଜାରି ରହିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Related story