୪ଟି ଅନୁନ୍ନତ ଜିଲ୍ଲାର ବିକାଶ ଚିନ୍ତା: ଦାୟିତ୍ୱ ନେଲେ ୪ବରିଷ୍ଠ ଆଇଏଏସ୍

ଭୁବନେଶ୍ୱର: ୪ଟି ଅନୁନ୍ନତ ଜିଲ୍ଲାର ବିକାଶ ନେଇ ରାଜ୍ୟସରକାର ଚିନ୍ତାରେ।  ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୪ଜଣ ବରିଷ୍ଠ ଆଇଏଏସଙ୍କୁ ରାଜ୍ୟସରକାର ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରିଛନ୍ତି। ନୂଆପଡା ଜିଲ୍ଲାର ଦାୟିତ୍ୱ ଅଶୋକ ତ୍ରିପାଠୀଙ୍କୁ, ମାଲକାନଗିରି ଜିଲ୍ଲା ଉପେନ୍ଦ୍ରନାଥ ବେହେରାଙ୍କୁ, ନବରଙ୍ଗପୁର ଜିଲ୍ଲା ଆର୍ ବାଲକ୍ରିଷ୍ଣନଙ୍କୁ ଓ କନ୍ଧମାଳ ଜିଲ୍ଲା ଦାୟିତ୍ୱ ଆଦିତ୍ୟ ପାଢ଼ୀଙ୍କୁ ପ୍ରଦାନ କରାଯାଇଛି। ପ୍ରତିମାସରେ ମୁଖ୍ୟମନ୍ତ୍ରୀ ବିକାଶ କାର୍ଯ୍ୟର ସମୀକ୍ଷା […]

ias

ias

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 09:38 AM IST

Sports

Latest News

4 districtଭୁବନେଶ୍ୱର: ୪ଟି ଅନୁନ୍ନତ ଜିଲ୍ଲାର ବିକାଶ ନେଇ ରାଜ୍ୟସରକାର ଚିନ୍ତାରେ।  ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୪ଜଣ ବରିଷ୍ଠ ଆଇଏଏସଙ୍କୁ ରାଜ୍ୟସରକାର ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରିଛନ୍ତି। ନୂଆପଡା ଜିଲ୍ଲାର ଦାୟିତ୍ୱ ଅଶୋକ ତ୍ରିପାଠୀଙ୍କୁ, ମାଲକାନଗିରି ଜିଲ୍ଲା ଉପେନ୍ଦ୍ରନାଥ ବେହେରାଙ୍କୁ, ନବରଙ୍ଗପୁର ଜିଲ୍ଲା ଆର୍ ବାଲକ୍ରିଷ୍ଣନଙ୍କୁ ଓ କନ୍ଧମାଳ ଜିଲ୍ଲା ଦାୟିତ୍ୱ ଆଦିତ୍ୟ ପାଢ଼ୀଙ୍କୁ ପ୍ରଦାନ କରାଯାଇଛି। ପ୍ରତିମାସରେ ମୁଖ୍ୟମନ୍ତ୍ରୀ ବିକାଶ କାର୍ଯ୍ୟର ସମୀକ୍ଷା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story