୪ଟି ଅନୁନ୍ନତ ଜିଲ୍ଲାର ବିକାଶ ଚିନ୍ତା: ଦାୟିତ୍ୱ ନେଲେ ୪ବରିଷ୍ଠ ଆଇଏଏସ୍

ଭୁବନେଶ୍ୱର: ୪ଟି ଅନୁନ୍ନତ ଜିଲ୍ଲାର ବିକାଶ ନେଇ ରାଜ୍ୟସରକାର ଚିନ୍ତାରେ।  ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୪ଜଣ ବରିଷ୍ଠ ଆଇଏଏସଙ୍କୁ ରାଜ୍ୟସରକାର ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରିଛନ୍ତି। ନୂଆପଡା ଜିଲ୍ଲାର ଦାୟିତ୍ୱ ଅଶୋକ ତ୍ରିପାଠୀଙ୍କୁ, ମାଲକାନଗିରି ଜିଲ୍ଲା ଉପେନ୍ଦ୍ରନାଥ ବେହେରାଙ୍କୁ, ନବରଙ୍ଗପୁର ଜିଲ୍ଲା ଆର୍ ବାଲକ୍ରିଷ୍ଣନଙ୍କୁ ଓ କନ୍ଧମାଳ ଜିଲ୍ଲା ଦାୟିତ୍ୱ ଆଦିତ୍ୟ ପାଢ଼ୀଙ୍କୁ ପ୍ରଦାନ କରାଯାଇଛି। ପ୍ରତିମାସରେ ମୁଖ୍ୟମନ୍ତ୍ରୀ ବିକାଶ କାର୍ଯ୍ୟର ସମୀକ୍ଷା […]

ias

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 09:38 AM IST

ଭୁବନେଶ୍ୱର: ୪ଟି ଅନୁନ୍ନତ ଜିଲ୍ଲାର ବିକାଶ ନେଇ ରାଜ୍ୟସରକାର ଚିନ୍ତାରେ।  ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୪ଜଣ ବରିଷ୍ଠ ଆଇଏଏସଙ୍କୁ ରାଜ୍ୟସରକାର ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରିଛନ୍ତି। ନୂଆପଡା ଜିଲ୍ଲାର ଦାୟିତ୍ୱ ଅଶୋକ ତ୍ରିପାଠୀଙ୍କୁ, ମାଲକାନଗିରି ଜିଲ୍ଲା ଉପେନ୍ଦ୍ରନାଥ ବେହେରାଙ୍କୁ, ନବରଙ୍ଗପୁର ଜିଲ୍ଲା ଆର୍ ବାଲକ୍ରିଷ୍ଣନଙ୍କୁ ଓ କନ୍ଧମାଳ ଜିଲ୍ଲା ଦାୟିତ୍ୱ ଆଦିତ୍ୟ ପାଢ଼ୀଙ୍କୁ ପ୍ରଦାନ କରାଯାଇଛି। ପ୍ରତିମାସରେ ମୁଖ୍ୟମନ୍ତ୍ରୀ ବିକାଶ କାର୍ଯ୍ୟର ସମୀକ୍ଷା କରିବେ।

Related story