୫ ଡିସେମ୍ବର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କର ଧନପ୍ରାପ୍ତିର ଯୋଗ ରହିଛି

ମେଷ: ବନ୍ଧୁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଜମିବାଡ଼ିକୁ ନେଇ ଚାଲିଥିବା ମାଲିମକଦ୍ଦମାରେ ଆଜି ସମାଧାନ ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ଆଜି ଦିନଟି ଆପଣଙ୍କର ଭଲରେ କଟିବ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ମିଥୁନ: ଆଜି ଦିନଟି ଆପଣଙ୍କର ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଯାତ୍ରା କରିପାରନ୍ତି। କର୍କଟ: ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। […]

zodaic

zodaic

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 08:15 AM IST

Sports

Latest News

ମେଷ: ବନ୍ଧୁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଜମିବାଡ଼ିକୁ ନେଇ ଚାଲିଥିବା ମାଲିମକଦ୍ଦମାରେ ଆଜି ସମାଧାନ ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ଆଜି ଦିନଟି ଆପଣଙ୍କର ଭଲରେ କଟିବ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି।

ମିଥୁନ: ଆଜି ଦିନଟି ଆପଣଙ୍କର ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଯାତ୍ରା କରିପାରନ୍ତି।

କର୍କଟ: ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ।

ସିଂହ: ଟଙ୍କା ପଇସାକୁ ନେଇ ଘରେ ଅଶାନ୍ତି ଦେଖାଦେଇ ପାରେ। ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମତାନ୍ତର ହୋଇପାରେ। ଦୂରଯାତ୍ରା କରନ୍ତୁ ନାହିଁ।

କନ୍ୟା: ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାର ସଦସ୍ୟଙ୍କ ସହ ଦିନଟି ଭଲରେ କଟିବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।

ତୁଳା: ମାନସମ୍ମାନ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବ। ଧନପ୍ରାପ୍ତିର ଯୋଗ ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ।

ବିଚ୍ଛା: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ପ୍ରେମ କରୁଥିବା ଯୁବତୀ ଓ ଯୁବକମାନଙ୍କ ପାଇଁ ଦିନଟି ଭଲ ନୁହେଁ। ଉଭୟଙ୍କ ମଧ୍ୟରେ ମତାନ୍ତର ଘଟିପାରେ।

ଧନୁ: ସ୍ୱାସ୍ଥ୍ୟାର ଯତ୍ନ ନିଅନ୍ତୁ। ମନ ଅଶାନ୍ତି ରହିପାରେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମକର: ବିଦାର୍ଥୀଙ୍କୁ ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଲାଭ ହେବ। ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ପୁରୁଣା ବନ୍ଧୁଙ୍କ ସହ ଆଜି ଦେଖା ହୋଇପାରେ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ କୌଣସି କଥାକୁ ନେଇ ଅଶାନ୍ତି ଦେଖାଦେଇପାରେ। ସତର୍କ ରୁହନ୍ତୁ। ମହିଳା ବନ୍ଧୁଙ୍କ ସହଯୋଗ ମିଳିବ।

ମୀନ: ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଆଖିରେ ସମସ୍ୟା ଦେଖାଯିବ। ଦୂରସ୍ଥାନକୁ ଯାତ୍ରା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story