ଜଳିଗଲା ୬ବଖରା ଘର; ୭ ଗୋରୁ ଜୀବନ୍ତ ଦଗ୍ଧ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ାରେ ଗତକାଲି ରାତିରେ ଭୟାଭହ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୬ ବଖରା ଘର ପାଉଁଶ ହୋଇଯାଇଛି। ଏଥିରେ ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ୩ଟି ବାଇକ୍ ଓ ୪ଟି ସାଇକେଲ ସହ ଘରର ବହୁ ଆସବାବପତ୍ର ପୋଡ଼ି ଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି।

ବିପନ୍ନମାନେ ଖୋଲା ଆକାଶ ତଳେ ଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ସରପଞ୍ଚ ପହଞ୍ଚି ବିପନ୍ନଙ୍କୁ ଆଶ୍ୱାସନା ଦେଇଛନ୍ତି।

ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି,“ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ଘରେ ନିଆଁ ଲାଗିଥିଲା। ବିଦ୍ୟୁତ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଆଁ ଲିଭାଇଥିଲେ। ତେବେ ସେତେବେଳକୁ ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିଲା।”

ସ୍ଥାନୀୟ ସରପଞ୍ଚ ସୁଶାନ୍ତ  କୁମାର ଜେନା କହିଛନ୍ତି,“ପଞ୍ଚାୟତ ତରଫରୁ ଯାହା ସାହାଯ୍ୟ କରାଯିବା କଥା ତାହା ଯୋଗାଇ ଦିଆଯିବ। ତହସିଲଦାର ଓ ଆରଆଇଙ୍କୁ ଏହି ବିଷୟରେ ଅବଗତ କରାଇଛି।”

Ordigital Desk
• Published: Sunday, 27 August 2017
• Updated: 27 August 2017, 01:02 PM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ାରେ ଗତକାଲି ରାତିରେ ଭୟାଭହ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୬ ବଖରା ଘର ପାଉଁଶ ହୋଇଯାଇଛି। ଏଥିରେ ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ୩ଟି ବାଇକ୍ ଓ ୪ଟି ସାଇକେଲ ସହ ଘରର ବହୁ ଆସବାବପତ୍ର ପୋଡ଼ି ଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି।

ବିପନ୍ନମାନେ ଖୋଲା ଆକାଶ ତଳେ ଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ସରପଞ୍ଚ ପହଞ୍ଚି ବିପନ୍ନଙ୍କୁ ଆଶ୍ୱାସନା ଦେଇଛନ୍ତି।

ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି,“ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ଘରେ ନିଆଁ ଲାଗିଥିଲା। ବିଦ୍ୟୁତ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଆଁ ଲିଭାଇଥିଲେ। ତେବେ ସେତେବେଳକୁ ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିଲା।”

ସ୍ଥାନୀୟ ସରପଞ୍ଚ ସୁଶାନ୍ତ  କୁମାର ଜେନା କହିଛନ୍ତି,“ପଞ୍ଚାୟତ ତରଫରୁ ଯାହା ସାହାଯ୍ୟ କରାଯିବା କଥା ତାହା ଯୋଗାଇ ଦିଆଯିବ। ତହସିଲଦାର ଓ ଆରଆଇଙ୍କୁ ଏହି ବିଷୟରେ ଅବଗତ କରାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos