ଏହି ୭ଟି ଲକ୍ଷଣ ଆପଣଙ୍କ ଠାରେ ଦେଖାଦେଉଛି କି? ସାବଧାନ୍, ନ ହେଲେ କିଡ୍‌ନୀ ଫେଲ୍ ହୋଇପାରେ

କିଡ୍‌ନୀ ଆମ ଶରୀରର ମୁଖ୍ୟ ଅଙ୍ଗ ଯାହା ରକ୍ତକୁ ସଫା ରଖେ ଓ ଆମ ଶରୀରରୁ ହାନିକାରକ ପଦାର୍ଥକୁ ବାହାର କରିଥାଏ। ଆମ ଶରୀରରେ ଦୁଇଟି କିଡ୍‌ନୀ ଅଛି। ଏହି ଦୁଇଟି ମଧ୍ୟରୁ ଯଦି ଗୋଟିଏ କାମ କରିବା ବନ୍ଦ କରିଦିଏ ତେବେ ଆମେ ଗୋଟିଏ କିଡ୍‌ନୀ ସାହାଯ୍ୟରେ ବଞ୍ଚିପାରିବା। କିନ୍ତୁ ଏହା ଟିକେ କଷ୍ଟକର ହୋଇଯିବ।  ହେଲେ ଆପଣ ଜାଣନ୍ତି କି ଯଦି ସମୟ ପୂର୍ବରୁ କିଡ୍‌ନୀର ଅବସ୍ଥା ବିଷୟରେ ଆମେ ଜାଣିପାରିବା, ତେବେ ଚିକିତ୍ସା […]

kidnney copy

kidnney copy

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 09:54 AM IST

Sports

Latest News

କିଡ୍‌ନୀ ଆମ ଶରୀରର ମୁଖ୍ୟ ଅଙ୍ଗ ଯାହା ରକ୍ତକୁ ସଫା ରଖେ ଓ ଆମ ଶରୀରରୁ ହାନିକାରକ ପଦାର୍ଥକୁ ବାହାର କରିଥାଏ। ଆମ ଶରୀରରେ ଦୁଇଟି କିଡ୍‌ନୀ ଅଛି। ଏହି ଦୁଇଟି ମଧ୍ୟରୁ ଯଦି ଗୋଟିଏ କାମ କରିବା ବନ୍ଦ କରିଦିଏ ତେବେ ଆମେ ଗୋଟିଏ କିଡ୍‌ନୀ ସାହାଯ୍ୟରେ ବଞ୍ଚିପାରିବା। କିନ୍ତୁ ଏହା ଟିକେ କଷ୍ଟକର ହୋଇଯିବ।  ହେଲେ ଆପଣ ଜାଣନ୍ତି କି ଯଦି ସମୟ ପୂର୍ବରୁ କିଡ୍‌ନୀର ଅବସ୍ଥା ବିଷୟରେ ଆମେ ଜାଣିପାରିବା, ତେବେ ଚିକିତ୍ସା କରି ଏହାକୁ ଠିକ୍‌ କରାଯାଇପାରିବ। ଆଜି ଆମେ ଆପଣଙ୍କୁ ଏହାର ଲକ୍ଷଣ ବିଷୟରେ ଜଣାଇବୁ। ଯାହାଫଳରେ ଆପଣ ଠିକ୍‌ ସମୟରେ ଏହାର ଚିକିତ୍ସା କରିପାରିବେ।

୧. ଯଦି ଆପଣଙ୍କ ପେଟର ବାମ କିମ୍ବା ଡାହାଣ କୌଣସି ଗୋଟିଏ ପଟର ପେଟ ଅସହନୀୟ ଯନ୍ତ୍ରଣା ହେଉଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା କିଡ୍‌ନୀ ଜନିତ ରୋଗ ହୋଇପାରେ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୨. କିଡ୍‌ନୀ ଖରାପ ହେଲେ ଶରୀରରେ ହାନିକାରକ ପଦାର୍ଥ ଜମା ହେବାରେ ଲାଗେ। ଫଳରେ ହାତ ଓ ଗୋଡ଼ ଫୁଲିଯାଏ। ଏହା ବ୍ୟତୀତ ପରିସ୍ରାର ରଙ୍ଗ ଗାଢ଼ା ହେବା ବା ବଦଳିବା ମଧ୍ୟ କିଡ୍‌ନୀ ରୋଗର ସଂକେତ ଦେଇଥାଏ।

୩. କିଡ୍‌ନୀ ଖରାପ ହେଲେ ପରିସ୍ରାରେ ରକ୍ତ ପଡ଼ିଥାଏ। ଯଦି ଏପରି ହେଉଛି ତେବେ ତୁରନ୍ତ ୟୁରୋଲୋଜିଷ୍ଟଙ୍କ ସହ ପରାମର୍ଶ କରନ୍ତୁ। ଏହା କିଡ୍‌ନୀ ରୋଗର ଅନ୍ୟତମ ଲକ୍ଷଣ।

୪. ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି, ତେବେ ଏହା ମଧ୍ୟ କିଡ୍‌ନୀ ରୋଗର ଲକ୍ଷଣ। ପରିସ୍ରା ଅଧିକ ଲାଗିବା ଓ କମ୍ ଲାଗିବା ଉଭୟ କ୍ଷତିକାରକ। ତେଣୁ ଏପରି ସମସ୍ୟା ଦେଖାଦେଲେ କିଡ୍‌ନୀ ଚେକ୍‌ଅପ୍‌ କରାନ୍ତୁ।

୫. ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଥାଏ କିନ୍ତୁ ପରିସ୍ରା ହୁଏ ନାହିଁ, ତେବେ ଏହା କିଡ୍‌ନୀ ଫେଲ୍‌ ହେବାର ଲକ୍ଷଣ। ଏହାକୁ ଅଣଦେଖା କରନ୍ତୁ ନାହିଁ।

୬. ଯଦି ଆପଣଙ୍କୁ ପରିସ୍ରା କରିବା ସମୟରେ କୌଣସି ପ୍ରକାରର ଜଳାପୋଡ଼ା ହେଉଛି ତେବେ ଏହାର ଅର୍ଥ ଆପଣଙ୍କର ୟୁରିନ ଇନ୍‌ଫେକ୍ସନ ହୋଇଛି, ନହେଲେ ଆପଣଙ୍କ କିଡ୍‌ନୀରେ କିଛି ଅସୁବିଧା ହୋଇଛି। ଏପରି ସମସ୍ୟା ଦେଖାଦେଲେ ଆପଣ ଡାକ୍ତରଙ୍କ ସହ ଯୋଗାଯୋଗ କରିନେବା ଭଲ।

୭. ଯଦି ଆପଣ ଅଳ୍ପ କାମ କରି ଥକିଯାଉଛନ୍ତି ବା ଆପଣଙ୍କୁ ଦୁର୍ବଳତା ଅନୁଭବ ହେଉଛି, ତେବେ ଏହା ମଧ୍ୟ କିଡ୍‌ନୀ ଫେଲ୍‌ ହେବାର ଲକ୍ଷଣ ହୋଇପାରେ।

ତେଣୁ ଉପରୋକ୍ତ ଲକ୍ଷଣଗୁଡ଼ିକ ଯଦି ଆପଣଙ୍କ ଠାରେ ଦେଖାଯାଉଛି, ସେଗୁଡ଼ିକୁ ଅଣଦେଖା ନକରି ଡାକ୍ତରଙ୍କ ସହ ନିଶ୍ଚିତ ପରାମର୍ଶ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story