- Videos
- Odisha
- ଶପଥ ନେଲେ ୮ କ୍ୟାବିନେଟ୍ ଓ ୪ ରାଷ୍ଟ୍ରପାହ୍ୟା ମନ୍ତ୍ରୀ
ଶପଥ ନେଲେ ୮ କ୍ୟାବିନେଟ୍ ଓ ୪ ରାଷ୍ଟ୍ରପାହ୍ୟା ମନ୍ତ୍ରୀ
- Published: Sunday, 07 May 2017
- , Updated: 07 May 2017, 12:11 PM IST

ଭୁବନେଶ୍ୱର: ନବୀନ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଆଜି ରାଜଭବନ ଅଭିଷେକ ହଲ୍‌ରେ ରାଜ୍ୟପାଳ ଏସ୍‌ସି ଜମିର ୮ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ଏବଂ ୪ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ସମସ୍ତ ମନ୍ତ୍ରୀ, ବିଧାୟକ ଉପସ୍ଥିତ ଥିଲେ। ୮ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରେ ୬ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ପ୍ରଫୁଲ୍ଲ ମଲ୍ଲିକ ଏବଂ ରମେଶ ମାଝି ରାଷ୍ଟ୍ରପାହ୍ୟା ମନ୍ତ୍ରୀରୁ ପଦୋନ୍ନତି ପାଇ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

[vc_video link="" align="center"]

କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ

ପ୍ରଥମେ ଦୁଇ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ରମେଶ ମାଝି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ସୂର୍ଯ୍ୟନାରାୟଣ ପାତ୍ର, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଶଶିଭୂଷଣ ବେହେରା, ମହେଶ୍ୱର ମହାନ୍ତି ଏବଂ ପ୍ରଫୁଲ୍ଲ ସାମଲ ଶପଥ ନେଇଥିଲେ।

[caption id="attachment_136282" align="aligncenter" width="500"](image)  ରାଷ୍ଟ୍ରପାହ୍ୟା ମନ୍ତ୍ରୀ[/caption]

ରାଷ୍ଟ୍ରପାହ୍ୟା ମନ୍ତ୍ରୀ

ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଇଥିଲେ ନୃସିଂହ ସାହୁ। ଏହାପରେ ଅନନ୍ତ ଦାସ, ଚନ୍ଦ୍ରସାରଥୀ ବେହେରା ଏବଂ ସୁଶାନ୍ତ ସିଂ ଶପଥ ନେଇଥିଲେ।

[vc_video link="https://www.youtube.com/watch?v=KJq4zZCH8jo&feature=youtu.be" align="center"]