ଟଙ୍କା ଲୋଭ ଦେଖାଇ ଠକିନେଲେ କୋଟିଏ ଟଙ୍କା: ଚେର ଲମ୍ୱିଛି ଓଡ଼ିଶାରୁ ଦିଲ୍ଲୀ, ୮ ଗିରଫ

ରାଉରକେଲା: ଅର୍ଥଲୋଭ ଦେଖାଇ କୋଟିଏ ଟଙ୍କାରୁ ଅଧିକ ଠକେଇ ଅଭିଯୋଗ। ଏଭଳି ଏକ ଠକେଇର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ। ଏହି ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ଏହି ଠକେଇ କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ହୋଇଥିବା ଜଣାପଡିଛି। କୌନ ବନେଗା କରୋଡପତିରେ ଆପଣଙ୍କର ୨୫ଲକ୍ଷ ଟଙ୍କା ପୁରସ୍କାର ମିଳିଛି। ଆକାଉଣ୍ଟରେ ୧ ଲକ୍ଷ ଜମାକଲେ ମିଳିବ ୨୫ ଲକ୍ଷ ଟଙ୍କା। ଏପରି କଲ୍‌ ଦିଲ୍ଲୀରୁ […]

8 person arrested to day

8 person arrested to day

Rakesh Mallick
  • Published: Friday, 04 August 2017
  • Updated: 04 August 2017, 07:29 PM IST

Sports

Latest News

ରାଉରକେଲା: ଅର୍ଥଲୋଭ ଦେଖାଇ କୋଟିଏ ଟଙ୍କାରୁ ଅଧିକ ଠକେଇ ଅଭିଯୋଗ। ଏଭଳି ଏକ ଠକେଇର ପର୍ଦ୍ଦାଫାସ କରିଛି ରାଉରକେଲା ପୋଲିସ। ଏହି ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ଏହି ଠକେଇ କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ହୋଇଥିବା ଜଣାପଡିଛି।

କୌନ ବନେଗା କରୋଡପତିରେ ଆପଣଙ୍କର ୨୫ଲକ୍ଷ ଟଙ୍କା ପୁରସ୍କାର ମିଳିଛି। ଆକାଉଣ୍ଟରେ ୧ ଲକ୍ଷ ଜମାକଲେ ମିଳିବ ୨୫ ଲକ୍ଷ ଟଙ୍କା। ଏପରି କଲ୍‌ ଦିଲ୍ଲୀରୁ ଆସୁଥିଲା। ହେଲେ ରାଉରକେଲାରେ ଥିବା ଏଜେଣ୍ଟଙ୍କ ଦ୍ୱାରା ଠକେଇ ଚାଲିଥିଲା। ଏଥିପାଇଁ ବନ୍ଧମୁଣ୍ଡା ଅଞ୍ଚଳର କିଛି ବେକାର ଯୁବକଙ୍କୁ ମୋହରା ବନାଇଥିଲା ଠକେଇର ମାଷ୍ଟରମାଇଣ୍ଡ। ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବକଙ୍କୁ ନେଟୱାର୍କରେ ସାମିଲ କରିବା ସହ ଏମାନଙ୍କ ଏଟିଏମ୍‌ କାର୍ଡ ହାତେଇ ନେଇଥିଲା। ପୁରସ୍କାର ଟଙ୍କା ମିଳିଥିବା କଥା କହି, ଏଜେଣ୍ଟଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ ପାଇଁ କୁହାଯାଉଥିଲା।  ପରେ ଏସବୁ ଟଙ୍କା ଦିଲ୍ଲୀରୁ ଉଠାଯାଉଥିଲା। ଏହି ନେଟୱାର୍କରେ ଥିବା ୮ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଏଭଳି ଠକେଇର ମାଷ୍ଟରମାଇଣ୍ଡ ହେଉଛି ଦିଲ୍ଲୀରେ ଉମର ଅଲ୍ଲୀ। ତାକୁ ଧରିବା ଲାଗି ପୋଲିସର ଏକ ଟିମ ଦିଲ୍ଲୀ ଗସ୍ତ କରିଛି। କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟର ମଧ୍ୟ ଏଭଳି ଉପାୟରେ ଠକେଇ ହୋଇଥିବା ନେଇ ପୋଲିସ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story