୮ଟି ଜିଲ୍ଲାରେ ବନ୍ୟା ସ୍ଥିତି ଅପରିବର୍ତ୍ତିତ, କଳାହାଣ୍ଡିରେ ଓଡ୍ରାଫ୍ ଟିମ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ସାଇକ୍ଲୋନିକ୍ ଷ୍ଟର୍ମ ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବର୍ଷା ହୋଇଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କନ୍ଧମାଳ, ରାୟଗଡ଼ା,ବଲାଙ୍ଗିର, ଗଞ୍ଜ।ମର ୪୫ଟି ବ୍ଲକରେ ହୋଇଛି ବର୍ଷା। ସେଥିମଧ୍ୟରୁ ୫ଟି ଜିଲ୍ଲାରେ ୧୦୦ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡିରେ ୧୬୪.୭, ନବରଙ୍ଗପୁରରେ ୧୬୦.୬, କୋରାପୁଟରେ ୧୨୯.୮, ରାୟଗଡ଼ାରେ ୧୨୩.୮, କନ୍ଧମାଳରେ ୧୦୪.୬ […]

vlcsnap-2015-09-17-09h28m23s338

vlcsnap-2015-09-17-09h28m23s338

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 05:36 AM IST

ଭୁବନେଶ୍ୱର: ବଙ୍ଗୋପସାଗରରେ ସାଇକ୍ଲୋନିକ୍ ଷ୍ଟର୍ମ ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶରେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବର୍ଷା ହୋଇଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କନ୍ଧମାଳ, ରାୟଗଡ଼ା,ବଲାଙ୍ଗିର, ଗଞ୍ଜ।ମର ୪୫ଟି ବ୍ଲକରେ ହୋଇଛି ବର୍ଷା। ସେଥିମଧ୍ୟରୁ ୫ଟି ଜିଲ୍ଲାରେ ୧୦୦ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡିରେ ୧୬୪.୭, ନବରଙ୍ଗପୁରରେ ୧୬୦.୬, କୋରାପୁଟରେ ୧୨୯.୮, ରାୟଗଡ଼ାରେ ୧୨୩.୮, କନ୍ଧମାଳରେ ୧୦୪.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଏହି ୮ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଜୁନାଗଡ଼ ହାତୀ ନଦୀ ଉପରେ ୪ଫୁଟ ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ଭବାନୀପାଟଣାରୁ ନବରଙ୍ଗପୁର ମଧ୍ୟରେ ଜାତୀୟ ରାଜପଥ ୨୬ରେ ଯାତାୟାତ ବ୍ୟାଘାତ ହୋଇଛି। କଲମପୁର ବ୍ଲକର ବାଲିଛଡ଼ା, ବିରିପୁର, ମାଟିଖାଲ ଏବଂ ଜୁନାଗଡ଼ ବ୍ଲକର କୋଟେଗାଁରେ ବନ୍ୟାଜଳ ପ୍ରବେଶ କରିଛି। କଲମପୁର ବ୍ଲକର ୩ଟି ଗାଁର ଲୋକଙ୍କୁ ସେହି ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପାଇଁ ମାଗଣାରେ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ଝାରସୁଗୁଡାରେ ଥିବା ଓଡ଼ିଶା ଡିଜାଷ୍ଟର ରାପିଡାକ୍ସନ, ଓଡ୍ରାଫ ୟୁନିଟକୁ କଳାହାଣ୍ଡି ଜିଲ୍ଲାକୁ ପଠାଇ ଦିଆଯାଇଛି। ବନ୍ୟା ଯୋଗୁଁ ଲୋକମାନଙ୍କୁ ସ୍ଥାନାନ୍ତର କରିବାରେ ଏବଂ ସୁରକ୍ଷା ଦେବାରେ ଏହି ଟିମ ସହାୟତା କରିବ।

ସେହିପରି ନବରଙ୍ଗପୁର ଜିଲ୍ଲାର ଦୁଇଟି ଗାଁ ଦେବ୍ରଗୁଡା ଏବଂ ନବରଙ୍ଗପୁର ବ୍ଲକର ଶିରିଶ, ତେନ୍ତୁଳିଖୁଣ୍ଟି ବ୍ଲକର ୩ଟି ହାମଲେଟ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ସବୁ ଗାଁର ପ୍ରଭାବିତମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ତେବେ ଗତକାଲି ବର୍ଷାର ପରିମାଣ କମିଥିବାରୁ ଏହି ପ୍ରଭାବିତ ଗାଁ ଗୁଡିକରେ ସ୍ଥିତିରେ ସୁଧାର ଆସୁଛି।

ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳ ଏବଂ ଉପକୂଳ ଓଡ଼ିଶାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେବେ ପରିସ୍ଥିତି ଉପରେ ନଜର ରଖାଯାଇଥିବା ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story