୯ ଡିସେମ୍ୱର,ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିମାନେ ପ୍ରତିଯୋଗିତାରେ ସଫଳତା ପାଇବେ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମାନ-ସମ୍ମାନ ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ। ବୃଷ: ବ୍ୟବସାୟରେ ଲାଭବାନ ହେବେ। ଚାକିରିରେ ସଫଳତା ପାଇବେ। ବୈବାହିକ ଜୀବନ ସୁଖ ଶାନ୍ତିରେ କଟିବ। ପତ୍ନୀ ଅବା ପୁତ୍ରଙ୍କ ଠାରୁ ଲାଭବାନ ହେବେ। ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଭଲ ରହିଛି। ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ଶରୀର ସୁସ୍ଥ ରହିବ। କର୍କଟ: ପିଲାଙ୍କ ସହ ମତାନ୍ତର ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ […]

zodaic-

zodaic-

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 08:12 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମାନ-ସମ୍ମାନ ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ।

ବୃଷ: ବ୍ୟବସାୟରେ ଲାଭବାନ ହେବେ। ଚାକିରିରେ ସଫଳତା ପାଇବେ। ବୈବାହିକ ଜୀବନ ସୁଖ ଶାନ୍ତିରେ କଟିବ। ପତ୍ନୀ ଅବା ପୁତ୍ରଙ୍କ ଠାରୁ ଲାଭବାନ ହେବେ।

ମିଥୁନ: ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଭଲ ରହିଛି। ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ଶରୀର ସୁସ୍ଥ ରହିବ।

କର୍କଟ: ପିଲାଙ୍କ ସହ ମତାନ୍ତର ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ମାନ-ସମ୍ମାନ ମିଳିପାରେ।

ସିଂହ: ଦିନଟି ଭଲ ରହିଛି। ବ୍ୟବସାୟରେ ଲାଭବାନ ହେବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି। ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଚାକିରିରେ ସହକର୍ମୀଙ୍କ ସହଯୋଗ ପାଇବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ।

ତୁଳା: କୌଣସି ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।

ବିଚ୍ଛା: ନୂତନ କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଖୁସିର ବାତାବରଣ ରହିବ। କାର୍ଯ୍ୟାଳୟରେ ସହକର୍ମୀଙ୍କ ସହଯୋଗ ପାଇବେ।

ଧନୁ: ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ପାଇବେ। ଧନକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଆଜି କରନ୍ତୁ ନାହିଁ। ଶନି ଦେବଙ୍କୁ ପୂଜା କରନ୍ତୁ।

କୁମ୍ଭ: କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ଯାତ୍ରା ଯୋଗ ରହିଛି।

ମୀନ: ପିଲାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story