ଆବଶ୍ୟକ ପଡିଲେ ତ୍ରାହି ଅଚ୍ୟୁତ ଆଶ୍ରମକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରତ୍ୟାହାର ହେବ: ପ୍ରତାପ ଦେବ

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମକୁ କେଉଁ ପରିସ୍ଥିତିରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଥିଲା ସେ ନେଇ ଏବେ ତର୍ଜମା ଚାଲିଛି। ଏହି ଆଶ୍ରମକୁ କେବେ, କାହିଁକି ଏବଂ କେଉଁ କାରଣ ପାଇଁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଥିଲା ଏବେ ସେ ସମ୍ପର୍କରେ ତଦନ୍ତ କରାଯାଉଛି। ତଦନ୍ତ ପରେ ଯଦି କିଛି ଅନିୟମିତା କିମ୍ୱା ଅସାଧୁ ଉଦ୍ଦେଶ୍ୟରେ ଏହା କରାଯାଇଥାଏ, ତେବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ସେ […]

Shri-Pratap-Keshari-De

Shri-Pratap-Keshari-De

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 08:41 AM IST

Sports

Latest News

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମକୁ କେଉଁ ପରିସ୍ଥିତିରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଥିଲା ସେ ନେଇ ଏବେ ତର୍ଜମା ଚାଲିଛି। ଏହି ଆଶ୍ରମକୁ କେବେ, କାହିଁକି ଏବଂ କେଉଁ କାରଣ ପାଇଁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଥିଲା ଏବେ ସେ ସମ୍ପର୍କରେ ତଦନ୍ତ କରାଯାଉଛି। ତଦନ୍ତ ପରେ ଯଦି କିଛି ଅନିୟମିତା କିମ୍ୱା ଅସାଧୁ ଉଦ୍ଦେଶ୍ୟରେ ଏହା କରାଯାଇଥାଏ, ତେବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ସେ କହିଛନ୍ତି,  ଆବଶ୍ୟକ ପଡିଲେ ତ୍ରାହି ଅଚ୍ୟୁତ ଆଶ୍ରମକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରତ୍ୟାହାର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story