ପୂର୍ବ ଜନ୍ମରେ ଅଭିମନ୍ୟୁ କ’ଣ ରାକ୍ଷସ ଥିଲେ?

ମହାଭାରତ ଯୁଦ୍ଧରେ ଅଭିମନ୍ୟୁଙ୍କ ବଳିଦାନଙ୍କୁ କେହି ଭୁଲିପାରିବେ ନାହିଁ । ଯଦି ସେଦିନ ଯୁଦ୍ଧରେ ଅଭିମନ୍ୟୁ ଚକ୍ରବ୍ୟୁହରେ ଫସି ନ ଥାନ୍ତେ ତେବେ ମହାଭାରତର କାହାଣୀର ମୋଡ଼ ବଦଳି ଯାଇଥାନ୍ତା।  ଛୋଟ ଥିଲା ବେଳେ ଅଭିମନ୍ୟୁ ଯାହା କରିପାରୁଥିଲେ ତାହା ବଡ଼ ବଡ଼ ମହାରଥୀ ମଧ୍ୟ କରିପାରୁ ନ ଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି ଏସବୁ ନାଟକର ରଚୟତା ପ୍ରଭୁ ଶ୍ରୀ କୃଷ୍ଣ ହିଁ ଥିଲେ।  କୁହାଯାଏ ଅଭିମନ୍ୟୁ କାଳଯବନ ନାମକ ଏକ ରାକ୍ଷସର ଆତ୍ମା […]

abhimanyu

abhimanyu

Rakesh Mallick
  • Published: Tuesday, 17 April 2018
  • Updated: 17 April 2018, 07:54 PM IST

ମହାଭାରତ ଯୁଦ୍ଧରେ ଅଭିମନ୍ୟୁଙ୍କ ବଳିଦାନଙ୍କୁ କେହି ଭୁଲିପାରିବେ ନାହିଁ । ଯଦି ସେଦିନ ଯୁଦ୍ଧରେ ଅଭିମନ୍ୟୁ ଚକ୍ରବ୍ୟୁହରେ ଫସି ନ ଥାନ୍ତେ ତେବେ ମହାଭାରତର କାହାଣୀର ମୋଡ଼ ବଦଳି ଯାଇଥାନ୍ତା।  ଛୋଟ ଥିଲା ବେଳେ ଅଭିମନ୍ୟୁ ଯାହା କରିପାରୁଥିଲେ ତାହା ବଡ଼ ବଡ଼ ମହାରଥୀ ମଧ୍ୟ କରିପାରୁ ନ ଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି ଏସବୁ ନାଟକର ରଚୟତା ପ୍ରଭୁ ଶ୍ରୀ କୃଷ୍ଣ ହିଁ ଥିଲେ। 

କୁହାଯାଏ ଅଭିମନ୍ୟୁ କାଳଯବନ ନାମକ ଏକ ରାକ୍ଷସର ଆତ୍ମା ଥିଲେ।  ଥରେ କୃଷ୍ଣ କାଳଯବନଙ୍କୁ ବଧ କରି ତା’ର ଆତ୍ମାକୁ ନିଜ ଅଙ୍ଗବସ୍ତ୍ରରେ ବନ୍ଧନ କରି ନେଇ ଆସିଥିଲେ।   କିନ୍ତୁ ସେହି ଅଙ୍ଗବସ୍ତ୍ରକୁ ଭୁଲବଶତଃ ସାଥିରେ ସେ ଦ୍ୱାରିକା ନେଇ ଯାଥିଲେ।  ଆଉ ନିଜ ଆଲମାରିରେ ରଖିଦେଇଥିଲେ।  ହେଲେ  ଦିନେ ସୁଭଦ୍ରା ଯିଏ ଅର୍ଜୁନଙ୍କ ପତ୍ନୀ ସେହି ଆଲମିରା ଖୋଲି ଦେଇଥିଲେ । ଆଉ କାଳଯବନ ହଠାତ୍‌ ସୁଭଦ୍ରାଙ୍କ ଗର୍ଭରେ ସମାହିତ ହୋଇଯାଥିଲେ।  ଏହି ଘଟଣା ପରେ ସୁଭଦ୍ରା ଅଚେତ ହୋଇଯାଇଥିଲେ।  ଏହି କାରଣରୁ ଅର୍ଜୁନ ଚକ୍ରବ୍ୟୁହ ଭେଦ କରିବାର ଉପାୟ ଅଧା କହିଥିଲେ। କାରଣ ମହାଭାରତର ମହା ସଂଗ୍ରାମରେ ସବୁ ଦୁଷ୍ଟ ଏବଂ ମନ୍ଦ ଆତ୍ମା ଗୁଡ଼ିକୁ  ସଂସାରରୁ ମୁକ୍ତ କରିବାକୁ ଚାହୁଁଥିଲେ ଅର୍ଜୁନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story