ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଦୁର୍ଘଟଣା: ୮ଶ୍ରମିକ ଆହତ, ଜଣେ ନିଖୋଜ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ଅଦିନରେ ଥିବା  କେଜେଏସ୍  ଆଲୁଓ୍ୱାଲିଆ ସ୍ପଞ୍ଜ ଆଇରନ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସ୍ ଫାଟିଯାଇ  ୮ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନାର ଜଣେ ଶ୍ରମିକ ନିଖୋଜ ଅଛନ୍ତି। ଆହତଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଯୋଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 10:31 AM IST

Related story