ଆଜି ବସିବ ରେଲୱେ ସମ୍ପର୍କିତ ଗୃହ କମିଟି ବୈଠକ

ଭୁବନେଶ୍ୱର: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୫ଟାରେ ରେଲୱେ ସମ୍ପର୍କିତ ଗୃହ କମିଟି ବୈଠକ ବସିବ। ଏଥିରେ ରେଳ ଲାଇନ୍‌ ବିକାଶ ଓ ସଂପ୍ରସାରଣ ସମ୍ପର୍କରେ ବୈଠକରେ ଆଲୋଚନା ହେବ। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟି ଗୃହ କମିଟି ଦାବିପତ୍ର ଦେବା ସମ୍ପର୍କରେ ଏଥିରେ ଆଲୋଚନ ହେବ। ବୈଠକରେ କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ପ୍ରସ୍ତାବିତ ରେଳ ୱାଗନ୍ କାରଖାନା ସ୍ଥାନାନ୍ତରଣ ପ୍ରସଙ୍ଗ ମଧ୍ୟ ଉଠିପାରେ। ଏ ପ୍ରସଙ୍ଗରେ […]

rail

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 04:28 AM IST

ଭୁବନେଶ୍ୱର: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୫ଟାରେ ରେଲୱେ ସମ୍ପର୍କିତ ଗୃହ କମିଟି ବୈଠକ ବସିବ। ଏଥିରେ ରେଳ ଲାଇନ୍‌ ବିକାଶ ଓ ସଂପ୍ରସାରଣ ସମ୍ପର୍କରେ ବୈଠକରେ ଆଲୋଚନା ହେବ। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଭେଟି ଗୃହ କମିଟି ଦାବିପତ୍ର ଦେବା ସମ୍ପର୍କରେ ଏଥିରେ ଆଲୋଚନ ହେବ।

ବୈଠକରେ କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ପ୍ରସ୍ତାବିତ ରେଳ ୱାଗନ୍ କାରଖାନା ସ୍ଥାନାନ୍ତରଣ ପ୍ରସଙ୍ଗ ମଧ୍ୟ ଉଠିପାରେ। ଏ ପ୍ରସଙ୍ଗରେ ପୂର୍ବରୁ ଗୃହରେ ଉଭୟ ଶାସକ ଓ ବିରୋଧୀ ଉଦ୍‌ବେଗ ପ୍ରକାଶ କରିବା ସହ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା।

Related story