ସୁବର୍ଣ୍ଣପୁରରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସୋନପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ପଣ୍ଡକିଟାଲରେ ପହଞ୍ଚିଥିଲେ। ସେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ୨୩ଟି ପ୍ରକଳ୍ପ ଲୋକାର୍ପିତ ଓ ୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ବୀରମହାରାଜପୁର ମିନି ଷ୍ଟାଡିଅମରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଲୋକଙ୍କୁ ସମ୍ୱୋଧିତ କରିବା ସହିତ ୧୬ଟି ପ୍ରକଳ୍ପର ଲୋକାର୍ପିତ କରିବା ସହିତ ୭ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପାଳ […]

cm

Rakesh Mallick
  • Published: Wednesday, 09 November 2016
  • , Updated: 09 November 2016, 06:03 PM IST

ସୋନପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ପଣ୍ଡକିଟାଲରେ ପହଞ୍ଚିଥିଲେ। ସେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ୨୩ଟି ପ୍ରକଳ୍ପ ଲୋକାର୍ପିତ ଓ ୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ବୀରମହାରାଜପୁର ମିନି ଷ୍ଟାଡିଅମରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଲୋକଙ୍କୁ ସମ୍ୱୋଧିତ କରିବା ସହିତ ୧୬ଟି ପ୍ରକଳ୍ପର ଲୋକାର୍ପିତ କରିବା ସହିତ ୭ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପାଳ ଦାଶରଥୀ ଶତପଥୀ, ପିଡିଡିଆରଡିଏ ବିଶ୍ୱନାଥ ସାହୁ ଓ ଉପଜିଲ୍ଲାପାଳ ଗୋପିନାଥ ସାରକା ପ୍ରମୁଖ ଯୋଗଦେଇଥିଲେ।

Related story