ଆଜି ମା’ଙ୍କ ମହାଷ୍ଟମୀ ପୂଜା

କଟକ/ଭୁବନେଶ୍ୱର: ଆଜି ମା’ଙ୍କ ମହାଷ୍ଟମୀ ପୂଜା। ଏଥିପାଇଁ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ ଚଳଚଞ୍ଚଳ ହୋଇପଡ଼ିଛି। ଅଷ୍ଟମୀ ତିଥିରେ ମା’ଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡିପାଠ କରାଯିବାର ପରମ୍ପରା ରହିଛି। ଆଜି ସକାଳୁ ସକାଳୁ ରୀତିନୀତି ଅନୁଯାୟୀ କଟକ, ଭୁବନେଶ୍ୱ ସମେତ ଅନ୍ୟ ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ବି ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ମା’ଙ୍କ ଆରାଧନା କରାଯାଇଥିଲା।  ଏବର୍ଷ କଟକରେ ୨୩ଟି ଚାନ୍ଦି ମେଢ଼ ସହ ୧୫୬ରୁ ଅଧିକ ମଣ୍ଡପରେ ମା’ ପୂଜା […]

maa

Rakesh Mallick
  • Published: Sunday, 09 October 2016
  • , Updated: 09 October 2016, 10:57 PM IST

କଟକ/ଭୁବନେଶ୍ୱର: ଆଜି ମା’ଙ୍କ ମହାଷ୍ଟମୀ ପୂଜା। ଏଥିପାଇଁ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ ଚଳଚଞ୍ଚଳ ହୋଇପଡ଼ିଛି। ଅଷ୍ଟମୀ ତିଥିରେ ମା’ଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଚଣ୍ଡିପାଠ କରାଯିବାର ପରମ୍ପରା ରହିଛି। ଆଜି ସକାଳୁ ସକାଳୁ ରୀତିନୀତି ଅନୁଯାୟୀ କଟକ, ଭୁବନେଶ୍ୱ ସମେତ ଅନ୍ୟ ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ବି ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ମା’ଙ୍କ ଆରାଧନା କରାଯାଇଥିଲା।

 ଏବର୍ଷ କଟକରେ ୨୩ଟି ଚାନ୍ଦି ମେଢ଼ ସହ ୧୫୬ରୁ ଅଧିକ ମଣ୍ଡପରେ ମା’ ପୂଜା ପାଉଛନ୍ତି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୬ରୁ ଅଧିକ ବଡ଼ ବଡ଼ ମଣ୍ଡପରେ ମା’ଙ୍କ ଶାରଦୀୟ ପୂଜା କରାଯାଉଛି। କେବଳ କଟକ, ଭୁବନେଶ୍ୱର ନୁହେଁ ରାଉରକେଲା, ବାଲେଶ୍ୱର, ଜୟପୁର, ବ୍ରହ୍ମପୁର ଓ ସମ୍ୱଲପୁର ସମେତ ଅନ୍ୟାନ୍ୟ ସହରରେ ମଧ୍ୟ ଶାରଦୀୟ ପୂଜା ମହାଆଡମ୍ୱରରେ ଚାଲିଛି। ଲୋକେ ମେଢ଼ ଓ ତୋରଣ ବୁଲି ଦେଖିବା ସହିତ ଖିଆପିଆର ବେଶ୍ ମଜା ନେଉଛନ୍ତି।

 

 

Related story