ଆଜି ରାଜ୍ୟ ବିଜେପି ପଦାଧିକାରୀ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ ବସିବ। ବଜେଟ୍ ଅଧିବେଶନ ପୂର୍ବରୁ କେଉଁ ପ୍ରସଙ୍ଗକୁ ନେଇ ଦଳ ସରକାରଙ୍କୁ ଘେରିବ ସେ ନେଇ  ରଣନୀତି ପ୍ରସ୍ତୁତ ହେବ। ଏଥିରେ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ଏହି ବୈଠକରେ  ବିଧାୟକ ଦଳ ନେତା ଚୟନ ପ୍ରସଙ୍ଗ ଆଲୋଚନା ହେବନି। ବିଧାୟକ ଦଳ ନେତା ଚୟନ ପାଇଁ ରାଜ୍ୟ ବିଜେପି […]

bjp

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 04:23 AM IST

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ ବସିବ। ବଜେଟ୍ ଅଧିବେଶନ ପୂର୍ବରୁ କେଉଁ ପ୍ରସଙ୍ଗକୁ ନେଇ ଦଳ ସରକାରଙ୍କୁ ଘେରିବ ସେ ନେଇ  ରଣନୀତି ପ୍ରସ୍ତୁତ ହେବ। ଏଥିରେ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ଏହି ବୈଠକରେ  ବିଧାୟକ ଦଳ ନେତା ଚୟନ ପ୍ରସଙ୍ଗ ଆଲୋଚନା ହେବନି। ବିଧାୟକ ଦଳ ନେତା ଚୟନ ପାଇଁ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପଠାଇବା  ପାଇଁ  କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଦିଲ୍ଲୀରେ ହେବାକୁ ଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ପରେ ହିଁ ବିଧାୟକ ଦଳ ନେତା ଚୟନ ହେବ।”

Related story