ଆଜି ଶିଶୁ ଦିବସ

ଭୁବନେଶ୍ୱର: ଆଜି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମ ଦିବସ।  ସ୍ୱାଧୀନତା ପରେ ନବ ଭାରତର ନିର୍ମାଣରେ ତାଙ୍କର ଅବଦାନକୁ ଆଜି ମନେ ପକାଉଛି ସାରା ଦେଶ। ଛୋଟ ପିଲାମାନଙ୍କ ପ୍ରତି ତାଙ୍କର ଗଭୀର ସେହ୍ନ ଓ ଭଲପାଇବା ଥିଲା। ଏଥିପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ଶିଶୁ ଦିବସ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଆଜି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି।

jabaharalala

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 10:42 AM IST

Related story