ଆଜିଠାରୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ

ପୁରୀ: ଆଜିଠାରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହୋଇଛି। କାର୍ତ୍ତିକ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳିଙ୍କ ଭିଡ଼ ଜମିଛି। ବ୍ରତଧାରୀମାନେ ସକାଳୁ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନ ଉପରେ ରାଧା ଦାମୋଦର ବେଶ ଦର୍ଶନ କରିଛନ୍ତି। ସେହିଭଳି ତୁଳସୀ ଚଉରା ମୂଳେ ପଞ୍ଚବର୍ଣ୍ଣ ମୁରୁଜ ପକାଇ ହବିଷ୍ୟାଳିମାନେ ଜଗନ୍ନାଥଙ୍କୁ ପୂଜା କରିଛନ୍ତି। ପୁରୀରେ ହବିଷ୍ୟାଳିଙ୍କ ପାଇଁ ମାଗଣାରେ ଖାଇବା ଓ ରହିବା ଲାଗି ସରାକରଙ୍କ ପକ୍ଷରୁ  […]

puri

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 08:32 AM IST

ପୁରୀ: ଆଜିଠାରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହୋଇଛି। କାର୍ତ୍ତିକ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳିଙ୍କ ଭିଡ଼ ଜମିଛି। ବ୍ରତଧାରୀମାନେ ସକାଳୁ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନ ଉପରେ ରାଧା ଦାମୋଦର ବେଶ ଦର୍ଶନ କରିଛନ୍ତି।

ସେହିଭଳି ତୁଳସୀ ଚଉରା ମୂଳେ ପଞ୍ଚବର୍ଣ୍ଣ ମୁରୁଜ ପକାଇ ହବିଷ୍ୟାଳିମାନେ ଜଗନ୍ନାଥଙ୍କୁ ପୂଜା କରିଛନ୍ତି। ପୁରୀରେ ହବିଷ୍ୟାଳିଙ୍କ ପାଇଁ ମାଗଣାରେ ଖାଇବା ଓ ରହିବା ଲାଗି ସରାକରଙ୍କ ପକ୍ଷରୁ  ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି।

Related story