ଆସିଲା ନୂଆ ମେସିନ୍: ପଢ଼ିପାରିବ ଲୋକଙ୍କ ମନ କଥା

ବେଳେ ବେଳେ ମନରେ ଆସେ ଯଦି ମଣିଷର ମନ ପଢ଼ି ହୁଅନ୍ତା, ତାହେଲେ କେତେ ଭଲ ହୁଅନ୍ତା। ପ୍ରକୃତରେ କିଏ ମିତ୍ର କିଏ ଶତ୍ରୁ ଜଣା ପଡ଼ିଯାଆନ୍ତା। ଜଣେ ଅନ୍ୟ ଜଣଙ୍କ ମନ ପଢ଼ି ଜାଣିପାରନ୍ତା ଯେ ସେ କ’ଣ ଚାହୁଁଛି।  କ’ଣ କଲେ ସେ ଖୁସି ହେବ। ଏମିତି ଅନେକ କିଛି ଫାଇଦା ହୁଅନ୍ତା। ଏପରି କେବଳ ହଲିଉଡ ସିନେମାରେ ଦେଖିବାକୁ ମିଳେ। ଏବେ କିନ୍ତୁ ଏହା ବାସ୍ତବରେ ସମ୍ଭବ ହୋଇପାରିବ। ଏମଆଇଟି(Massachusetts institute of […]

mechine

mechine

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 11:55 AM IST

Sports

Latest News

ବେଳେ ବେଳେ ମନରେ ଆସେ ଯଦି ମଣିଷର ମନ ପଢ଼ି ହୁଅନ୍ତା, ତାହେଲେ କେତେ ଭଲ ହୁଅନ୍ତା। ପ୍ରକୃତରେ କିଏ ମିତ୍ର କିଏ ଶତ୍ରୁ ଜଣା ପଡ଼ିଯାଆନ୍ତା। ଜଣେ ଅନ୍ୟ ଜଣଙ୍କ ମନ ପଢ଼ି ଜାଣିପାରନ୍ତା ଯେ ସେ କ'ଣ ଚାହୁଁଛି।  କ'ଣ କଲେ ସେ ଖୁସି ହେବ। ଏମିତି ଅନେକ କିଛି ଫାଇଦା ହୁଅନ୍ତା। ଏପରି କେବଳ ହଲିଉଡ ସିନେମାରେ ଦେଖିବାକୁ ମିଳେ। ଏବେ କିନ୍ତୁ ଏହା ବାସ୍ତବରେ ସମ୍ଭବ ହୋଇପାରିବ। ଏମଆଇଟି(Massachusetts institute of technology)ର ମିଡିଆ ଲ୍ୟାବ୍‌ରେ ଜଣେ ଭାରତୀୟ ଗବେଷକଙ୍କ ନେତୃତ୍ୱାଧୀନ ଟିମ୍ ଏକ ବିଶେଷ ମେସିନ୍ ତିଆରି କରିଛନ୍ତି। ଏହି ମେସିନ୍‌କୁ ପିନ୍ଧି ଆପଣ ଲୋକଙ୍କ ମନରେ ଚାଲୁଥିବା କଥାକୁ ଜାଣିପାରିବେ।

ଏହି ନିଆରା ମେସିନ୍‌ଟିର ନାଁ ହେଉଚି ଅଲ୍ଟର୍ ଇଗୋ (AlterEgo)। ଏହାର ଉଦ୍ଭାବନ ଅର୍ଣ୍ଣବ କପୁର କରିଛନ୍ତି। ଏହା ଏକ ମାଇଣ୍ଡ ରିଡିଂ ଡିଭାଇସ୍। ବର୍ତ୍ତମାନ ଏହା ଧଳା ରଙ୍ଗର ଏକ ଅଜବ ମେଡିକାଲ ମେସିନ୍ ଭଳି ଦେଖାଯାଉଛି। ଆଗକୁ ଏହାର ସ୍ମାର୍ଟ ଲୁକ୍ ବାଲା ଡିଜାଇନ୍ ଆସିପାରେ।

ଏମଆଇଟିର ଏହି ସିଷ୍ଟମରେ ଇଲେକଟ୍ରୋଡସ୍‌ ରହିଛି। ଯଦି କୌଣସି ବ୍ୟକ୍ତି କିଛି ଚିନ୍ତା କରୁଥିବ ତେବେ ଇଲେକ୍‌ଟ୍ରୋଡେସ୍ ସିଗ୍ନାଲ ନେଇଥାଏ। ଏହି ସିଗ୍ନାଲକୁ ଏକ କମ୍ପ୍ୟୁଟରକୁ ପଠାଯାଏ, ଯାହା ଚିନ୍ତା କରାଯାଇଥିବା ଶବ୍ଦକୁ ଚିହ୍ନିବା ପାଇଁ ଏହି ସିଗ୍ନାଲର ବ୍ୟବହାର କରିଥାଏ। ଏମଆଇଟି ମିଡିଆ ଲ୍ୟାବ୍‌ର ୱେବସାଇଟ୍ ଏହା ସ୍ପଷ୍ଟ କରିଦେଇଛି ଯେ ଏହି ମେସିନ୍ ବ୍ୟବହାରକାରୀଙ୍କ ମନକୁ ପଢ଼ିପାରିବ ନାହିଁ।

କପୁରଙ୍କ ଟିମ୍ ଅନୁଯାୟୀ ବର୍ତ୍ତମାନ ଏହି ମେସିନ୍‌ ୯୨ ପ୍ରତିଶତ ମନ କଥାକୁ ସଠିକ୍ ଭାବେ ପଢ଼ିପାରୁଛି ଯାହାକି ଗୁଗୁଲ ଟ୍ରାନ୍ସସ୍କ୍ରିପସନ୍‌ରୁ ସାମାନ୍ୟ କମ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story