ଅନଶନ ଭାଙ୍ଗିଲେ ମାଓନେତା ଆଜାଦ୍

କଟକ: ଅନଶନ ଭାଙ୍ଗିଲେ ଟପ୍‌ ମାଓନେତା ଆଜାଦ୍। ଆଜି ଜେଲ୍‌ ଏଡିଜି ଅରୁଣ ରାୟ ଆଜାଦ୍‌ଙ୍କୁ ଭେଟିବା ପରେ ସେ ଅନଶନ ଭାଙ୍ଗିଛନ୍ତି। ଆଜାଦ୍‌ଙ୍କ ସହ ୩ ମାଓବାଦୀ ମଧ୍ୟ ଅନଶନ ଭାଙ୍ଗିଛନ୍ତି। ମାଓନେତା ଆଜାଦ୍ ରଖିଥିବା ୫ଟି ଦାବି ମଧ୍ୟରୁ ୩ଟି ପୂରଣ ପାଇଁ ଜେଲ୍ ଏଡିଜି ଅରୁଣ ରାୟଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ଆଜାଦ୍ ଅନଶନ ଭାଙ୍ଗିଛନ୍ତି। ତିନୋଟି ଦାବି ମଧ୍ୟରେ ରହିଛି ଆଜାଦ୍‌ଙ୍କ ବିରୋଧରେ ଥିବା ମାମଲାର ତ୍ୱରିତ ଶୁଣାଣି, ଏକା ଥରକେ […]

mao

mao

Rakesh Mallick
  • Published: Wednesday, 20 April 2016
  • Updated: 20 April 2016, 11:20 AM IST

Sports

Latest News

କଟକ: ଅନଶନ ଭାଙ୍ଗିଲେ ଟପ୍‌ ମାଓନେତା ଆଜାଦ୍। ଆଜି ଜେଲ୍‌ ଏଡିଜି ଅରୁଣ ରାୟ ଆଜାଦ୍‌ଙ୍କୁ ଭେଟିବା ପରେ ସେ ଅନଶନ ଭାଙ୍ଗିଛନ୍ତି। ଆଜାଦ୍‌ଙ୍କ ସହ ୩ ମାଓବାଦୀ ମଧ୍ୟ ଅନଶନ ଭାଙ୍ଗିଛନ୍ତି।

ମାଓନେତା ଆଜାଦ୍ ରଖିଥିବା ୫ଟି ଦାବି ମଧ୍ୟରୁ ୩ଟି ପୂରଣ ପାଇଁ ଜେଲ୍ ଏଡିଜି ଅରୁଣ ରାୟଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ଆଜାଦ୍ ଅନଶନ ଭାଙ୍ଗିଛନ୍ତି। ତିନୋଟି ଦାବି ମଧ୍ୟରେ ରହିଛି ଆଜାଦ୍‌ଙ୍କ ବିରୋଧରେ ଥିବା ମାମଲାର ତ୍ୱରିତ ଶୁଣାଣି, ଏକା ଥରକେ ସମସ୍ତ ମାମଲାର ଶୁଣାଣି ଆରମ୍ଭ ଓ  ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମାମଲାର ଶୁଣାଣି ଶେଷ।

ଜେଲ୍‌ ଏଡିଜି ଅରୁଣ ରାୟ କହିଛନ୍ତି, “ଅନଶନକାରୀମାନଙ୍କ ଦାବି ସମ୍ପର୍କରେ ଡିଜିପି ଓ ଗୃହ ବିଭାଗକୁ ଜଣାଇ ଦିଆଯାଇଛି। ଆଜାଦ୍ ଓ ତାଙ୍କ ସହଯୋଗୀମାନେ ଅନଶନରୁ ଓହରିଯିବା ପାଇଁ ଜେଲ୍ ସୁପରିଟେଣ୍ଡଣ୍ଟ୍ ବୁଝାଶୁଝା କରିଥିଲେ। ଆଜି ସେମାନେ ଅନଶନରୁ ଓହରିଯିବା ପାଇଁ ରାଜି ହୋଇଛନ୍ତି। ଆଦାଦ୍‌ଙ୍କ ବିରୋଧରେ ଥିବା ମାମଲାଗୁଡିକ ବିଚାରାଧୀନ ରହିଛି। କୋର୍ଟରୁ ତାରିଖ ଆସିଲେ ଆମେ ସେହି ଅନୁଯାୟୀ ତାଙ୍କୁ କୋର୍ଟରେ ହାଜର କରାଇବୁ।”

ଆଜାଦଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, “ଗତ ଶନିବାର ରାତିରୁ ଆଜାଦ୍ ଓ ତାଙ୍କର ତିନି ସହଯୋଗୀ ମେଡିସିନ୍ ୱାର୍ଡରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।”

୫ ଦଫା ଦାବି ନେଇ ଗତ ୩୦ ତାରିଖରୁ ଆଜାଦ୍ ଅନଶନ କରିଥିଲେ। ଆଜାଦ୍‌ଙ୍କ ସହ ୭ ଜଣ ମାଓବାଦୀ ଅନଶନରେ ବସିଥିଲେ। ଏମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story